• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Main Content

‘ୱୁହାନରୁ ଓଡ଼ିଶା’ ଚଳଚ୍ଚିତ୍ରର ମହୁରତ

ବ୍ୟବସାୟଧର୍ମୀ ନୁହେଁ, ଏହା ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ହେବ ବୋଲି ମହୁରତ ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ସିନେମାଟି ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଂଶଗ୍ରହଣ କରିବା ଲକ୍ଷ୍ୟରେ ନିର୍ମାଣ କରାଯାଇଥିବା ଚଳଚ୍ଚିତ୍ରର ନିଦେ୍ର୍ଦଶକ ସଞ୍ଜୟ ନାୟକ କହିଛନ୍ତି ।

ସମ୍ବଲପୁରରେ ଓଡ଼ିଶୀ ସଙ୍ଗୀତ ଉତ୍ସବ

ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର କଳା ପରିଷଦ ସହଯୋଗରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଉଦଘାଟନୀ ଉତ୍ସବରେ ସାଂସଦ ସୁରେଶ ଚନ୍ଦ୍ର ପୂଜାରୀ ମୁଖ୍ୟ ଅତିଥି, ଅନ୍ୟ ଅତିଥି ଭାବେ ସୁକାନ୍ତ ତ୍ରିପାଠୀ, ନନ୍ଦିନୀ ମୁଣ୍ଡାରୀ, ଦେବେନ୍ଦ୍ର ସାମନ୍ତରାୟ, ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

‘ସିଲଭର ଗାନ୍ଧି’କୁ ପୁରସ୍କାର ପରେ ପୁରସ୍କାର

ଏହାକୁ ମିଶାଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସର୍ବମୋଟ୍ ୨୫ଟି ପୁରସ୍କାର ଲାଭ କରିବା ସହିତ ବିରଳ ରେକର୍ଡ ହାସଲ କରିଛି ।

‘ସିଲଭର ଗାନ୍ଧି’ ତଥା ନିଦେ୍ର୍ଦଶକ ଅବିନାଶ ନନ୍ଦଙ୍କ ଏହି ବିରଳ କୃତିତ୍ୱ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଇଛି ।

ଓଲିଉଡକୁ ଫେରିଲେ ଅଭିନେତ୍ରୀ ସସ୍ମିତା

ନବେ ଦଶକର ଏହି ଅପ୍ରତିଦ୍ୱନ୍ଦ୍ୱୀ ନାୟିକା ଜଣକ ହେଉଛନ୍ତି ସସ୍ମିତା ପ୍ରଧାନ । ‘କି ହେବ ଶୁଆ ପୋଷିଲେ’ ଫିଲ୍ମରୁ ଆରମ୍ଭ ହୋଇଥିଲା ତାଙ୍କ ଫିଲ୍ମ ଯାତ୍ରା ।

ପରେ ପରେ ‘ଏଇ ଆଖି ଆମ ସାକ୍ଷୀ’, ‘ନାଗପଞ୍ଚମୀ’, ‘ଉଦଣ୍ଡୀସୀତା’, ‘ଶ୍ରଦ୍ଧାଞ୍ଜଳି’, ‘ଅକୁହା କଥା’, ‘ପାଚେରି ଉଠିଲା ମଝି ଦୁଆରୁ’, ‘ସୁନାପଞ୍ଜୁରି’ ଆଦି ଗୋଟିଏ ପରେ ଗୋଟିଏ ହିଟ୍ ଦେଇ ସେ ସଫଳତାର ଶିଖର ଛୁଇଁଥିଲେ ।

ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମାତୃଭାଷା ଦିବସ

ଏଥିରେ ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ନୀରଜ ଗୁପ୍ତା ସଭାପତିତ୍ୱ କରିଥିଲେ ।

ସାଂସ୍କୃତିକ କମିଟି ଅଧ୍ୟକ୍ଷ ଡଃ ଶୁଭାଶିଷ୍ ଭଦ୍ର କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ଖଦୀ ପ୍ରଦର୍ଶନୀର ୬୦ ଷ୍ଟଲରେ ଚାଲିଛି କାରବାର

ଏହି ମେଳାରେ ୬୦ଟି ଷ୍ଟଲରେ କାର୍ପାସ, ସିଲ୍କ ଓ ମସଲିନ୍ ଖଦି ପ୍ରସ୍ତୁତ ଶାଢୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ ପୋଷାକ ପ୍ରଦର୍ଶିତ ହୋଇଛି ।

ବେତ ବାଉଁଶ ଏବଂ ଝୋଟ ନିର୍ମିତ ଘରକରଣା ସମାଗ୍ରୀ, ଚମଡ଼ା ଉତ୍ପାଦ, ଘଣାପେଡ଼ା ସୋରିଷ ତେଲ, ବିଶୁଦ୍ଧ ମହୁ, କନ୍ଧମାଳ ହଳଦୀ, ଝୁଣା ଓ ମସଲା ଇତ୍ୟାଦି ଉପଲବ୍ଧ ରହିଛି ।

ଏନସିସି କ୍ୟାଡେଟଙ୍କୁ ଲାଇଫ ସପୋର୍ଟ ଟ୍ରେନିଂ

୩୨ ଜଣ ସିନିୟର ଡିଭିଜନ୍ କ୍ୟାଡେଟଙ୍କୁ ଏହି ଜୀବନରକ୍ଷାକାରୀ ବିଏଲଏସ୍ ତାଲିମ ଦେଇଥିଲେ ଅଲ୍ ଇଣ୍ଡିଆ ମେଡିକାଲ ସାଇନ୍ସ ଭୁବନେଶ୍ୱରର ଟ୍ରମା ଓ ଇମରଜେନ୍ସି ବିଭାଗର ୩ ଜଣ ବିଶେଷଜ୍ଞ ଡାକ୍ତର ।

ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଉପେନ୍ଦ୍ର ହାନ୍ସଦା, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସଙ୍ଗୀତା ସାହୁ, ସତ୍ୟବ୍ରତ ଗୁରୁ ଏନ୍ସିସି କ୍ୟାଡେଟମାନଙ୍କୁ ବିଭିନ୍ନ ଜୀବନ ରକ୍ଷାକାରୀ କୌଶଳ ବାବଦରେ ଶିକ୍ଷା ଦେଇଥିଲେ ।

ଗୋବରୀ ନଦୀ ପୁନରୁଦ୍ଧାର କାମ ଆରମ୍ଭ

ମାଛଧରା ଡଙ୍ଗାଗୁଡିକର ଯାତାୟତ ସମସ୍ୟା ଦୂର କରିବା ପାଇଁ ନଦୀକୁ ପାଂଚ ଫୁଟ ଯାଏଁ ଗଭୀର କରାଯିବ ।

ସେହିପରି ନଦୀ ବନ୍ଧ ପଥର ପ୍ୟାକିଂ କରାଯିବ । ପଙ୍କ, କାଦୁଅ ଜମି ନଦୀ ଶଯ୍ୟା ପୋତି ହୋଇ ପଡିଥିବାରୁ ବନ୍ୟା ଜଳ କମିବାରେ ବିଳମ୍ବ ହେଉଛି ।

ବିଏଏମଏସ ଓ ବିଏଚଏମଏସରେ ସ୍ପଟ ନାମଲେଖା ୨୪ରୁ

ଛାତ୍ରଛାତ୍ରୀ ସବିଶେଷ ତଥ୍ୟ ଓଜେଇଇ ୱେବ୍ ସାଇଟରୁ ପାଇ ପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟର ବିଏଏମଏସ୍ ଓ ବିଏଚଏମଏସରେ ନାମ ଲେଖା ପାଇଁ ସରକାରୀ କଲେଜରେ ୩୫ଟି ସିଟ୍ ଖାଲି ଥିବାବେଳେ ଘରୋଇ କଲେଜରେ ୩୦ଟି ସିଟ୍ ଖାଲି ରହିଛି ।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ

ତେବେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ର ଧାରା ୨୧ ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।

ନିଯୁକ୍ତି ସଂକ୍ରାନ୍ତ ସବିଶେଷ ତଥ୍ୟ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଛି ।

ପ୍ରାଗ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ‘କାଲିର ଅତୀତ’ର ବିଶ୍ୱସ୍ତରୀୟ ପ୍ରିମିୟର ହେବ

ଫେବିଓଫେଷ୍ଟ୍ ଚେକ୍ ଗଣରାଜ୍ୟର ପ୍ରାଗରେ ଏପ୍ରିଲ୍ ୨୯ରୁ ଆରମ୍ଭ ହୋଇ ମେ’୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆଜି ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କାଲିର ଅତୀତର ଟ୍ରେଲର୍ ଉନ୍ମୋଚନ କରାଯାଇଛି ।

ଅଲିଭ ରିଡଲେ କଇଁଚଙ୍କ ମୃତ୍ୟୁ ସଂକ୍ରାନ୍ତରେ ହାଇକୋର୍ଟଙ୍କ ନୋଟିସ ଜାରି

ତେଣୁ ଟ୍ରଲରରେ ବାଡେଇ ହୋଇ ଓ ଜାଲରେ ଛନ୍ଦି ହୋଇ କଇଁଚଙ୍କ ମୃତ୍ୟୁ ହେଉଛି ।

କଇଁଚଙ୍କ ସୁରକ୍ଷା ପାଇଁ ଥିବା ଦୁଇଟି ପାଟ୍ରୋଲିଂ ବୋଟ ମଧ୍ୟରୁ ଗୋଟିଏ ୬ ମାସ ହେଲା ଖରାପ ହୋଇପଡିଛି ।

କଏର ବୋର୍ଡର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ହେବ କ୍ଲଷ୍ଟର

ଏସବୁକୁ ଛାଡ଼ିଦେଲେ ସେଠାରେ କତା ଦ୍ୱାରା କିପରି ଓ କେଉଁ ପଦ୍ଧତିରେ ସାମଗ୍ରୀ ପ୍ରସ୍ତୁତ କରାଯାଉଛି ସେ ସମ୍ପର୍କିତ ଦସ୍ତାବିଜକୁ ମଧ୍ୟ ପ୍ରଦର୍ଶନ କରାଯିବ ।

ଉଭୟ ଭିଡିଓ କ୍ଲିପିଂ ଓ ଲିଖିତ ତଥ୍ୟ ସମ୍ବଳିତ ଦସ୍ତାବିଜ୍ ମଧ୍ୟ ଗବେଷକମାନଙ୍କ ପାଇଁ ଏଠାରେ ଉପଲବ୍ଧ ହେବ ।

ଖଦି ମେଳାରେ ଲୋକାଲ ଫର ଭୋକାଲ ବାର୍ତ୍ତା

କରୋନା କଟକଣା ମଧ୍ୟରେ ମାସ୍କ ଏବଂ ସାନିଟାଇଜର ବାଧ୍ୟତାମୂଳକଭାବେ ପାଳନ କରାଯାଇ ମେଳାରେ ପର୍ଯ୍ୟଟକଙ୍କୁ ପ୍ରବେଶ କରାଇବା ସହ କିଣାକିଣି ଜମୁଛି ।

ଧିରେ ଧିରେ ଲୋକଙ୍କର ଖଦୀ ପ୍ରତି ମନ ପରିବର୍ତ୍ତନ ହୋଇଛି । ଭୋକାଲ୍ ଫର୍ ଲୋକାଲ ବାର୍ତ୍ତାକୁ ପାଳନ କରି ଲୋକେ ଖଦୀ ବସ୍ତ୍ର କିଣିବା ପାଇଁ ମନ ବଳାଉଛନ୍ତି ।

ଏନସିସି କ୍ୟାଡେଟ ଶିଖିଲେ ସାପ କାମୁଡ଼ା ପରିଚାଳନା

ପ୍ରଥମ ଓଡ଼ିଶା ଘୋଡ଼ସବାର ବାହିନୀ ପକ୍ଷରୁ ଆୟୋଜିତ ଏହି ମାନୁଆଲ ତାଲିମ କାର୍ଯ୍ୟକ୍ରମରେ ୮୦ ଜଣ କ୍ୟାଡେଟ ସାମିଲ ହୋଇଥିଲେ ।

ସାପ କାମୁଡ଼ିବା ପର ସମୟରୁ ଡାକ୍ତରଖାନାରେ ଚିକିତ୍ସା ହେବା ପର୍ଯ୍ୟନ୍ତ ରୋଗୀଙ୍କୁ କିପରି ଯତ୍ନ ନିଆଯିବ ଓ ତାଙ୍କର ପରିଚାଳନା କରାଯିବ ସେ ବାବଦରେ ପ୍ରଶିକ୍ଷଣ ଦିଆଯାଇଥିଲା ।

ଶହିଦ ଶଶାଙ୍କଙ୍କୁ ଝୁରୁଛନ୍ତି ଗ୍ରାମବାସୀ

ସେନାରେ ଲାନ୍ସନାଏକ ଭାବେ କାର୍ଯ୍ୟରତ ଥିବା ଶଶାଙ୍କ ଶେଖରଙ୍କ ଫେବୃୟାରୀ ୧୮ରେ ପାହାଡ ଅତଡା ଧସି ମୃତ୍ୟୁ ହୋଇଥିଲା ।

ଭୁବନେଶ୍ୱରରେ ଶହିଦଙ୍କ ମୃତ ଶରୀର ପହଁଚିବା ପରେ ପୁଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହଯୋଗରେ କ୍ଷେତ୍ରପାଳ ଗାଁକୁ ନିଆଯାଇଥିଲା ।

ବାଇଶ ବର୍ଷ ତଳର ଗଣବଳାତ୍କାର ମାମଲା ପୁଣି ଚର୍ଚ୍ଚାରେ, ମୁଖ୍ୟ ଅଭିଯୁକ୍ତ ଗିରଫ

ଧୀରେନ୍ଦ୍ର ଏବେ ବି ଚୌଦ୍ୱାର ଜେଲରେ ଥିବା ବେଳେ କିଛି ବର୍ଷ ତଳେ ପଦିଆର ମୃତ୍ୟୁ ହୋଇଯାଇଛି ।

କିନ୍ତୁ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଫେରାର ହୋଇ ଯାଇଥିଲା ଏବଂ ଇତି ମଧ୍ୟରେ ତାର ମୃତ୍ୟୁ ହୋଇ ଯାଇଥିବା କେତେକ କହୁଥିଲେ ମଧ୍ୟ ।

ଓଡ଼ିଆ ଭାଷା ଓ ସୀମା ସମ୍ପର୍କିତ ଚିନ୍ତନ ଚକ୍ର

କବି ତଥା ଚିନ୍ତକ ହରପ୍ରସାଦ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିଲା ଏହି ସଭା ।

ଏଥିରେ ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି, ଅଧିବକ୍ତା ଧରଣୀଧର ନାୟକ, ପ୍ରଫେସର ନୀଳାଦ୍ରିଭୂଷଣ ହରିଚନ୍ଦନ, ଗବେଷକ ଅନୀଲ ଧୀର, କବି ତଥା ପ୍ରଶାସକ ପ୍ରଦୀପ ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇ ସୁଚିନ୍ତିତ ମତାମତ ରଖିଥିଲେ ।

ଓଡ଼ିଆ ଭାଷା ପ୍ରତିଷ୍ଠାନର ବିଶ୍ୱ ମାତୃଭାଷା ଦିବସ

ଏହି ଅବସରରେ ଭୋକାବୁଲାରି ପୁସ୍ତକ ପାଇଁ ଡ. ଗୌରାଙ୍ଗ ଚରଣ ଦାଶ ଓ ଡ. ପ୍ରଦୀପ୍ତ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସମ୍ମାନସୂଚକ ଡକ୍ଟରେଟ୍ ପାଇଥିବା ସଚିବ ଶ୍ରୀ ସେଠୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେକ୍ସପିୟର୍ କେ ଶ୍ରେଷ୍ଠ ସନେଟ୍ ଔର୍ ବିଶ୍ୱ କି ଲୋକପ୍ରିୟ କବିତାଏଁ’ ପାଠକାର୍ପିତ

ପ୍ରଫେସର ରାଧାକାନ୍ତ ମିଶ୍ର, ପ୍ରଫେସର ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ପ୍ରଫେସର ଅଜୟ କୁମାର ପଟ୍ଟନାୟକ ପୁସ୍ତକର ସମୀକ୍ଷା କରିଥିଲେ ।

ପ୍ରକାଶକ ରଜତ ରଶ୍ମି ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ସାଙ୍ଗକୁ ଶେଷରେ ଧନ୍ୟବାଦ ଦେଇଥିଲେ ।

ଅଧିକ ଖବର

Sugarcane cultivation on rapid decline in Kendrapara

The Chief Minister and other leaders had promised to establish a sugar mill in the district.

However, they failed to keep their promises after the poll, said Umesh Chandra Singh, a farmers’ leader and the president of the district unit of Krushak Sabha.

Desh Bhagat University confers honorary doctorate on senior Odisha bureaucrat

The University conferred on him the honour under the Faculty of Business Administration during the 8th Convocation of the University.

Tata launches fifth edition of Arunima, awards fellowship to 503 students

Of the students awarded the Jyoti Fellowship this year, 236 students are from Kalinganagar, 166 from Bamnipal and 101 from Sukinda. Fellowship amounting to Rs 31.1 lakh was disbursed to students this year.

Education, Empowerment, Equality to Girls

The day also focuses on the education of girls, their health, and nutrition.

It is also a fight against all kinds of abuse and female infanticide.

The India peace memorial at Lokpaching, the unacknowledged Odisha connection

The General is acknowledged as the Godfather of Netaji’s Indian National Army.

In 1974, he led a delegation of surviving war-heroes to Manipur and visited the spot.

Residential school empowers tribal children through education

Over the years, the tribes have become more aware of the importance and benefits of education in aiding them, and in ensuring their rights and entitlements.

The tribes’ desire to educate their children is being fulfilled by Bhubaneswar-based Kalinga Institute of Social Sciences, a residential school that equips them with life and work-life skills besides academics.

‘The daughter of fire’ from Samleipadar

While returning in the darkness, the face of Banhikanyaa Parvati Giri was glowing like a shining light.

Parvati remains a beacon of hope and a guiding spirit towards patriotism, upliftment of the destitute and the downtrodden, and selfless service to humanity.

Pangolin smuggling in Odisha: an overview

They are solitary and remain inactive and hide in their burrows and tree holes during day-time.

They roll their body to form a ball like structure whenever they sense the presence of predators in their vicinity.

The Chaiwala Guru is no more – D Prakash Rao

Right now, many of his students have completed school and are pursuing higher degrees in colleges.

Some students have already established their careers in different fields.

Significance of Makar Sankranti in Odisha

According to our mythology, Lord Krishna killed all Asuras or evils and buried their heads in Mandara Parvata.

In another mythical story, Lord Sun or Surya Dev visits his son Shani once in a year, and it is on the occasion of Makar Sankranti.

Know about some popular Odia NRIs on NRI Day

Now, she lives in America and is one of the successful American writers and producers.

Some of her popular works are Desires of the heart, Bandit Lovers, etc. She has also worked in Bollywood for a while.

Cash crop cotton loses lustre for Ganjam farmers

The 45-year-old farmer said that cotton fetches him more price than other crops like maize and oilseeds.

Yet he has been losing interest in growing the fiber crop that is often being referred as white gold because of its huge demand and high remuneration.

Shree Jagannatha society UK celebrates Gita Jayanti 2020

The programme began with stirring bhajans, mellifluously sung by devotees. Dr. Prakash Dey, General Secretary of the SJS UK and AHTT UK, welcomed devotees to the celebration.

He hosted the programme along with his co-hosts Hrushikesh and Sudipta Panigrahi from India.

Kendrapara gets 45th collector within 27 years

The district has had 13 different collectors within the last six years.

Many locals have alleged that political motives are behind the frequent transfer of collectors.

Major bureaucratic reshuffle on New Year Day

2015-batch IAS officer Amrit Ruturaj, the PD, Rayagada DRDA, has been appointed as the Collector of Kendrapara district.

Vishal Singh, the Special ADM in Khordha, has been appointed as the PD, DRDA of Jajpur district.

Remembering the music maestro: Shantanu Mohapatra

The veteran artist succumbed to pneumonia in his final fight with the old age illnesses.

Saddened by the demise of the renowned musician, many dignitaries paid their respects through social media platforms.

Man from Puri plants trees across India

He plans to cover Jammu and Kashmir and other north-east states in the next couple of years.

Notably, he spends money out of his own pocket to fund his travels and saplings.

More stories

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire