• Skip to primary navigation
  • Skip to main content
  • Skip to primary sidebar
  • About Us
  • Contact Us
  • Copyright
  • Privacy Policy
  • Our Advertisers
  • Careers
  • Wire-Events
  • Bhubaneswar

LocalWire

The hyper local news platform

  • Happenings
  • Special
    • Interview
  • Business
    • Tech
  • Education
  • Health
    • Travel
  • Politics
    • Election-2019
    • Opinion
  • Sports
  • Cyclone-Fani-2019
    • Weather
  • Odisha News in 30 seconds
ଅଗଷ୍ଟ ୨୦ ଭୁବନେଶ୍ୱର-ପୁନେ ଏକ୍ସପ୍ରେସ୍ ବାତିଲ, ୧୬ରୁ ୨୨ କୋଣାର୍କ ଗତିପଥ ବଦଳିବ

ଅଗଷ୍ଟ ୨୦ ଭୁବନେଶ୍ୱର-ପୁନେ ଏକ୍ସପ୍ରେସ୍ ବାତିଲ, ୧୬ରୁ ୨୨ କୋଣାର୍କ ଗତିପଥ ବଦଳିବ

August 16, 2019 By LocalWire Leave a Comment

Share

ଭୁବନେଶ୍ୱର, ଅଗଷ୍ଟ ୧୬(ଲୋକାଲ ୱାୟାର): ରେଳ ଲାଇନର ଆଧୁନିକୀକରଣ କାମ ଚାଲିଥିବାରୁ ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର-ପୁନେ ଏକ୍ସପ୍ରେସ୍ ଏବଂ ୨୨ ତାରିଖରେ ପୁନେ-ଭୁବନେଶ୍ୱର ଏକ୍ସପ୍ରେସ୍ ବାତିଲ କରାଯିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି ।

ସେହିପରି ଅଗଷ୍ଟ ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର-ମୁମ୍ବାଇ ଓ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଗତିପଥରେ ପରିବର୍ତ୍ତନ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ସେଣ୍ଟ୍ରାଲ ରେଲୱେର ସୋଲାପୁର-ୱାଡି ସେକ୍ସନ ଅଧୀନରେ ୱାଡସିଙ୍ଗେ ଓ ଭାଲୱାନି ଷ୍ଟେସନ ମଧ୍ୟରେ ଲାଇନ ଦୋହରୀକରଣ କାମ ଚାଲିଥିବାରୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ ହୋଇଛି ।

ଏହି ସମୟରେ କୋଣାର୍କ ଏକ୍ସପ୍ରେସ ମାନମାଡ-ଔରଙ୍ଗାବାଦ-ଲଚମିପୁର-ପାର୍ଲି ଭାଇଜନାଥ-ଭିକାରାବଦ ଦେଇ ଉଭୟ ପାଶ୍ୱର୍ରୁ କୋଣାର୍କ ଏକ୍ସପ୍ରେସ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ସୂଚନା ଦେଇଛି ।

ଲୋକାଲ ୱାୟାର

Share

Related Posts:

  • ପୁରୀ-ଇନ୍ଦୋର ସାପ୍ତାହିକ ଏକ୍ସପ୍ରେସ୍ ୪ ଦିନ ପାଇଁ ବାତିଲ
  • ସମଲେଶ୍ୱରୀ ଟ୍ରେନ ଅଗ୍ନିକାଣ୍ଡ: କେତେକ ଟ୍ରେନ ବାତିଲ, ଗତିପଥ…
  • ଭୁବନେଶ୍ୱର-ନୟାଗଡ଼ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ
  • ଆସନ୍ତାକାଲିଠାରୁ ପୃଥକ ଭାବେ ଚଳାଚଳ କରିବ ଜୁନାଗଡ଼-ଭୁବନେଶ୍ୱର…
  • ମୁମ୍ବାଇ ବନ୍ୟା, ଆଜି ପାଇଁ କୋଣାର୍କ ଏକ୍ସପ୍ରେସ ବାତିଲ
  • ଆସନ୍ତା ମଙ୍ଗଳବାର ଓ ବୁଧବାର ପୁରୀ-ଇନ୍ଦୋର-ପୁରୀ ଏକ୍ସପ୍ରେସ୍…

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ଭୁବନେଶ୍ୱର

Download LocalWire App for Hyperlocal Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

Primary Sidebar

  • Email
  • Facebook
  • Instagram
  • Phone
  • Twitter
  • YouTube

Most Popular

ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

୨୦୦୦ ମସିହା ଡିସେମ୍ବର ୩ ତାରିଖ ଭିନ୍ନକ୍ଷମ ଦିବସରେ ତତ୍କାଳୀନ ନୂଆପଡ଼ା ଜିଲ୍ଲାପାଳ ବିଷ୍ଣୁପଦ ସେଠୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ବିଦ୍ୟାଳୟ।

ନୌସେନା ଦିବସ: ଜାଣନ୍ତୁ ଭାରତୀୟ ନୌସେନାର ଓଡିଶା ସଂଯୋଗ ସମ୍ପର୍କରେ ଦଶଟି ତଥ୍ୟ (ବିଶେଷ)

ଭାରତୀୟ ସଶସ୍ତ୍ର ସେନାର ନୌସେନା ବିଭାଗର ଉପଲବ୍ଧି ଭାରତରେ ପାଳନରେ ହେଉଥିବା ବେଳେ ଆସନ୍ତୁ ଜାଣିବା ନୌସେନା ପ୍ରତି ଓଡିଶାର ଅବଦାନ ସମ୍ପର୍କରେ ।

ଜଗନ୍ନାଥ ମନ୍ଦିର ହୁଣ୍ଡିରେ ମିଳିଥିବା ଦାନ

ଡିସେମ୍ବର ୦୫ , ଗୁରୁବାର
ଜଗନ୍ନାଥ ମନ୍ଦିର ହୁଣ୍ଡିରେ ମିଳିଥିବା ଦାନ
୧,୭୮,୫୫୭ ଟଙ୍କା
ରୂପା  ପ୍ରାୟ ୨ଗ୍ରାମ ୯୮୦ମିଲିଗ୍ରାମ
ସୌଜନ୍ୟ: ମନ୍ଦିର ପ୍ରଶାସନ

Advertisement

Copyright © 2019 · LocalWire