ଭୁବନେଶ୍ୱର,ଡିସେମ୍ବର ୧(ଲୋକାଲ ୱାୟାର): ନିଲମ୍ବିତ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୪.୭୭ କୋଟି ଟଙ୍କା କାରବାର ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱର ଓ ପୁନେରେ ଥିବା ଆକାଶଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୯.୪୮ କୋଟି ଟଙ୍କା ଡିପୋଜିଟ ହୋଇଥିବା ବେଳେ ୫.୨୯ କୋଟି ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା ।
ଉଲ୍ଲେଖଯୋଗ୍ୟ, ଭିଜିଲାନ୍ସ ୧୨ଟି ଟିମ୍ ମଙ୍ଗଳବାର ରାଜ୍ୟର ଅନେକ ଜିଲ୍ଲାର ବନ ବିଭାଗ କାର୍ଯ୍ୟାଳୟରେ ଅଭୟକାନ୍ତଙ୍କ ସମ୍ପର୍କରେ ଖୋଳତାଡ଼ କରିଛନ୍ତି ।
ଲୋକାଲ ୱାୟାର
Leave a Reply