ବ୍ଲୁ ପ୍ରିଣ୍ଟ ଅନୁସାରେ, କୋଣାର୍କର ପ୍ରବେଶସ୍ଥଳରେ ନିର୍ମାଣ କରାଯିବ ସୁଦୃଶ୍ୟ ଏଣ୍ଟ୍ରିପ୍ଲାଜା । ସାଢ଼େ ୩ କିମିର ବାହ୍ୟ ରିଂ ରୋଡ ହେବ ୬ ଲେନ୍ । ମନ୍ଦିର ସମ୍ମୁଖରେ ୩୦ ଏକର ଜମି କୁ ଖୋଲା ରଖାଯାଇ ସୌନ୍ଦର୍ଯ୍ୟକରଣ କରାଯିବ ।
ଭୁବନେଶ୍ୱର, ଜାନୁଆରୀ ୨୨(ଲୋକାଲ ୱାୟାର): ୧୯୮୪ ମସିହାରେ ବିଶ୍ୱ ଏତିହ୍ୟର ମାନ୍ୟତା ପାଇଥିବା ଅର୍କକ୍ଷେତ୍ର କୋଣାର୍କର ବିକାଶ ପାଇଁ ରାଜ୍ୟ ସରକାର କରିଛନ୍ତି ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ।
ବ୍ଲୁ ପ୍ରିଣ୍ଟ ଅନୁସାରେ, କୋଣାର୍କର ପ୍ରବେଶସ୍ଥଳରେ ନିର୍ମାଣ କରାଯିବ ସୁଦୃଶ୍ୟ ଏଣ୍ଟ୍ରିପ୍ଲାଜା । ସାଢ଼େ ୩ କିମିର ବାହ୍ୟ ରିଂ ରୋଡ ହେବ ୬ ଲେନ୍ ।
ମନ୍ଦିର ସମ୍ମୁଖରେ ୩୦ ଏକର ଜମି କୁ ଖୋଲା ରଖାଯାଇ ସୌନ୍ଦର୍ଯ୍ୟକରଣ କରାଯିବ ।
ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବ । ବସ୍ ଷ୍ଟପର ବିକାଶ କରାଯିବ । ପଥଚାରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ରାସ୍ତା ।
ମଲଟି ମୋଡାଲ ପାର୍କି ହବ୍ ତିଆରି କରାଯିବ । ଆସନ୍ତା ୨୧ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ ଉପରେ ମତାମତ ଏକ ଇମେଲ (konark.obcc@gmail.com)ରେ ପଠାଇବାକୁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି ।
ଲୋକାଲ ୱାୟାର
ବ୍ୟବସାୟଧର୍ମୀ ନୁହେଁ, ଏହା ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ହେବ ବୋଲି ମହୁରତ ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା…
ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର କଳା ପରିଷଦ ସହଯୋଗରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି…
ଏହାକୁ ମିଶାଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସର୍ବମୋଟ୍ ୨୫ଟି ପୁରସ୍କାର ଲାଭ କରିବା ସହିତ ବିରଳ ରେକର୍ଡ ହାସଲ…
ନବେ ଦଶକର ଏହି ଅପ୍ରତିଦ୍ୱନ୍ଦ୍ୱୀ ନାୟିକା ଜଣକ ହେଉଛନ୍ତି ସସ୍ମିତା ପ୍ରଧାନ । ‘କି ହେବ ଶୁଆ ପୋଷିଲେ' ଫିଲ୍ମରୁ…
ଏଥିରେ ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ନୀରଜ ଗୁପ୍ତା ସଭାପତିତ୍ୱ କରିଥିଲେ । ସାଂସ୍କୃତିକ କମିଟି ଅଧ୍ୟକ୍ଷ ଡଃ ଶୁଭାଶିଷ୍ ଭଦ୍ର…
ଏହି ମେଳାରେ ୬୦ଟି ଷ୍ଟଲରେ କାର୍ପାସ, ସିଲ୍କ ଓ ମସଲିନ୍ ଖଦି ପ୍ରସ୍ତୁତ ଶାଢୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ…
This website uses cookies.