ଭୁବନେଶ୍ୱର, ଡିସେମ୍ବର (ଲୋକାଲ ୱାୟାର): ଚିଲିକା କୂଳରେ ଅବସ୍ଥିତ ଭାରତୀୟ ନୌସେନାର ପ୍ରାଥମମିକ ତାଲିମ ପ୍ରତିଷ୍ଠାନ ଆଇଏନଏସ ଚିଲିକାରେ ଶୁକ୍ରବାର ‘ଭାରତୀୟ ନୌସେନା ଯୁଦ୍ଧ ପ୍ରସ୍ତୁତ’ ବିଷୟବସ୍ତୁ ସହ ଭାରତୀୟ ନୌସେନା ଦିବସ ପାଳନ କରାଯାଇଛି ।
୧୯୭୧ ମସିହାରେ ପାକିସସ୍ତାନ ବିରୋଧରେ ଭାରତର ଗୌରବମୟ ବିଜୟର ୫୦ତମ ବାର୍ଷିକୀ ଆରମ୍ଭ ହୋଇଛି ଏବଂ ଏହା ସ୍ୱର୍ଣ୍ଣିମ ବିଜୟ ଭାବେ ଦେଶବ୍ୟାପୀ ପାଳନ କରାଯାଉଛି ।
ସର୍ବୋଚ୍ଚ ବଳିଦାନ ଦେଇଥିବା ନାଭାଲ ୱାରିୟର୍ସମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ କମୋଡର ରିତୁରାଜ ସାହୁ । ଏହି ଅବସରରେ ସେ କ୍ୟାଡେଟମାନଙ୍କୁ ସମ୍ବୋଧିତ କରିଥିଲେ ।
ଲୋକାଲ ୱାୟାର
Leave a Reply