ଭୁବନେଶ୍ୱର, ଅଗଷ୍ଟ ୨୮(ଲୋକାଲ ୱାୟାର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଶୁକ୍ରବାର ତାଙ୍କର ତିନି ବନ୍ଧୁ ତଥା ‘ପିପୁଲ ଫର୍ ସେବା’ର ୩ ସଦସ୍ୟଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି ।
ଭୁବନେଶ୍ୱରର ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲାବୋରାଟରିରେ ପପୁ ଓ ବିକାଶ, ଦୀପକ ବେହେରାଙ୍କର ବିଭାଗର ଆସିଷ୍ଟାଣ୍ଟ ଡିରେକ୍ଟର, ସାଇଣ୍ଟିଫିକ୍ ଅଫିସରଙ୍କୁ ନେଇ ଗଠିତ ୩ ଜଣିଆ ଟିମ୍ ଟେଷ୍ଟ କରିଥିଲେ ।
ଉଲ୍ଲେଖଯୋଗ୍ୟ, ଗୁରୁବାର ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା ।
ଲୋକାଲ ୱାୟାର
Leave a Reply