ଭୁବନେଶ୍ୱର, ଏପ୍ରିଲ ୨୦ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି।
ଏବେ ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍ ୪୩ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇଛନ୍ତି। ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଗତକାଲି ସୁଦ୍ଧା ୧୦ ହଜାର ୬୪୧ଟି ସାମ୍ପଲ୍ ଟେଷ୍ଟ ହୋଇଥିବା ବେଳେ ୧୦ ହଜାର ୫୭୩ ଜଣଙ୍କ ସାମ୍ପଲ୍ ରିପୋର୍ଟ ନେଗେଟିଭ୍ ବାହାରିଛି ।
ଲୋକାଲ ୱାୟାର
Leave a Reply