କଟକ, ଏପ୍ରିଲ ୧୯ (ଲୋକାଲ ୱାୟାର) : ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ମହମ୍ମଦ ରଫିକ୍ଙ୍କୁ ସୁପ୍ରିମକୋର୍ଟ କେଲଜିୟମ ସୁପାରିଶ କରିଛନ୍ତି ।
ଜଷ୍ଟିସ୍ ରଫିକ ଏବେ ମେଘାଳୟ ହାଇକୋର୍ଟର ମୁଖ୍ୟବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି ।
ଜଷ୍ଟିସ ସଞ୍ଜୁ ପଣ୍ଡା ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଅଛନ୍ତି ।
ଲୋକାଲ ୱାୟାର
Leave a Reply