ଭୁବନେଶ୍ୱର, ଫେବ୍ରୁଆରୀ ୧୭(ଲୋକାଲ ୱାୟାର): ପନ୍ଦର ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ୬ଟି ହାତୀଙ୍କ ମୃତ୍ୟୁ ପରେ ଚେଇଁ ଉଠିଛି ଜଙ୍ଗଲ ବିଭାଗ ।
ହାତୀମଡକକୁ ଅଟକାଇବା ପାଇଁ ଅଭୟାରଣ୍ୟ ପରିସରରେ ଟ୍ରାପ୍ ଓ ଡ୍ରୋନ୍ କ୍ୟାମେରେ ଲଗାଇଥିବା ବେଳେ ସେହିପରି ଥର୍ମାଲ ସ୍ପେନ୍ସିଙ୍ଗ ଡ୍ରେନ୍ କ୍ୟାମେରା ଦ୍ୱାରା ହାତୀ ଉତ୍ତାପରୁ ରୋଗ ଜାଣିବାର ସମସ୍ତ ବନେ୍ଦାବସ୍ତ କରାଯାଇଛି ।
ସାଧାରଣ ଡ୍ରୋନ୍ କ୍ୟାମେରାରେ ହାତୀର ଗତିବିଧି ଲକ୍ଷ୍ୟ କରାଯିବାକୁ ଥିବା ବେଳେ ଟ୍ରାପ୍ କ୍ୟାମେରା ନିକଟରେ କଦଳୀରେ ଆଣ୍ଟିବାୟୋଟିକ୍ ଦିଆଯାଇ ହାତୀର ଶାରୀରିକ ସୁସ୍ଥତା ବାବଦରେ ଜାଣିବାର ବ୍ୟବସ୍ଥା କରାଯାଇଛି ।
ଲୋକାଲ ୱାୟାର
Leave a Reply