ଭୁବନେଶ୍ୱର, ଜାନୁଆରୀ ୩୧(ଲୋକାଲ ୱାୟାର): ସୁପରଷ୍ଟାର୍ ରବି ତେଜାଙ୍କ ଅଭିନୀତ ଚଳଚ୍ଚିତ୍ର ‘କ୍ରାକ୍’ ବକ୍ସ ଅଫିସ ହିଟ୍ ହେବା ପରେ ଏବେ ଏହାର ସଫଳତାକୁ ନେଇ ଆୟୋଜକ ମିଟି ଆଶା କରିଛନ୍ତି ।
ସୁପରଷ୍ଟାର୍ ରବି ତେଜା ଓ ଅଭିନେତ୍ରୀ ଶ୍ରୁତି ହାସନଙ୍କ ସହ ଏଥିରେ ଅପସରା ରାଣୀ ଅଭିନୟ କରିଛନ୍ତି ।
ଅପସରା ରାଣୀ ଭୂମ୍ ଭଦାଲ୍ ଟ୍ରାକରେ ନୃତ୍ୟ ପରିବେଷଣ କରିଥିବା ବେଳେ ଏହା ଦର୍ଶକଙ୍କୁ ବିମୋହିତ କରୁଛି ।
ଏଥିରେ ଅପସରା ଖୁବ୍ ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରିଥିବା ବେଳେ ରବି ତେଜା ନୃତ୍ୟର ଶେଷରେ ଆସି ଅପସରାଙ୍କ ସହ ଡ୍ୟାନ୍ସ ଫ୍ଲୋରରେ ସାଥ୍ ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply