ଗଞ୍ଜାମ, ଏପ୍ରିଲ ୨୧ (ଲୋକାଲ ୱାୟାର) : ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ଠାରୁ ବ୍ୟାଙ୍କ୍ଗୁଡ଼ିକ ସକାଳ ୭ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ୍ କରି କହିଛନ୍ତି ।
Banks will be opened from 7am to 2 pm ..from today..decision is taken to control crowds, to ensure social distancing and to avoid sunstroke. @CMO_Odisha
— Collector & District Magistrate, Ganjam (@Ganjam_Admin) April 21, 2020
ଅଂଶୁଘାତ ଏଡାଇବା ସହ ଜନଗହଳି କମ୍ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସେ ଜଣାଇଛନ୍ତି ।
ଲୋକାଲ ୱାୟାର
Leave a Reply