ଭୁବନେଶ୍ୱର, ଏପ୍ରିଲ ୨୪ (ଲୋକାଲ ୱାୟାର) : ରାଜ୍ୟରେ ଗୁରୁବାର ସର୍ବାଧିକ ୨୪୭୪ଟି କରୋନା ସ୍ୱାବ ନମୁନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି ।
Testing data for April 23,2020
Total Tested : 2474
RMRC: 1241
AIIMS: 115
SCB: 548
MKCG: 45
VIMSAR: 66
ILS: 377
IGH: 63
Apollo: 19— H & FW Dept Odisha (@HFWOdisha) April 24, 2020
ଆରଏମଆରସିରେ ସର୍ବାଧିକ ୧୨୪୧, କଟକ ଏସସିବିରେ ୫୪୮, ଏମ୍ସରେ ୧୧୫, ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍ରେ ୩୭୭, ବୁର୍ଲା ଭିମସାରରେ ୬୬, ରାଉରକେଲା ଆଇଜିଏଚରେ ୬୩, ବ୍ରହ୍ମପୁର ଏମକେସିଜିରେ ୪୫ ଓ ଆପୋଲୋ ହସ୍ପିଟାଲରେରେ ୧୯ଟି ସ୍ୱାବ ନମୁନା ପରୀକ୍ଷା ହୋଇଛି ।
ଲୋକାଲ ୱାୟାର
Leave a Reply