ବୌଦ୍ଧ, ଜାନୁଆରୀ ୧୭ (ଲୋକାଲ ୱାୟାର): ବୌଦ୍ଧ ଜିଲ୍ଲାରେ ୨୦ଟି ଗ୍ରାମ୍ୟ ରୋଜଗାର ସେବକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଏହି ପଦବୀ ଖାଲି ଥିବା ଏଥିରେ କୁହାଯାଇଛି।
ଏଥିପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ ଯୁକ୍ତ ଦୁଇ ପାସ କରିଥିବା ସହ ସେମାନଙ୍କର କମ୍ପ୍ୟୁଟର ଜ୍ଞାନ ଥିବା
ଦରକାର।
ଆବେଦନ କରିବା ପାଇଁ www.boudh.nic.inରେ କ୍ଲିକ୍ କରନ୍ତୁ।
ଲୋକାଲ ୱାୟାର
Leave a Reply