ଚନ୍ଦ୍ରଶେଖରପୁର, ମାର୍ଚ୍ଚ ୮ (ଲୋକାଲ ୱାୟାର) ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ରବିବାର ସନ୍ଧ୍ୟାରେ ଏକ ନୂଆ ଫାଷ୍ଟ ଫୁଡ ହୋଟେଲର ଉଦଘାଟନ ହେବ ବୋଲି ହୋଟେଲର ଉଦ୍ୟୋକ୍ତା କହିଛନ୍ତି।
ତନିଷ୍କ ଜୁଏଲାରୀ ସାମନାରେ ଆନନ୍ଦ ଫୁଡ ପ୍ଲାଜା ନାମରେ ଖୋଲିଥିବା ଏହି ହୋଟେଲରେ ବିଭିନ୍ନ ପ୍ରକାରର ଉତ୍ତମ ମାନର ଫାଷ୍ଟ ଫୁଡ ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି ସେ ଲୋକାଲ ୱାୟାରକୁ କହିଛନ୍ତି ।
ଲୋକାଲ ୱାୟାର
Leave a Reply