ପାରାଦୀପ, ଜାନୁଆରୀ ୬ (ଲୋକାଲ ୱାୟାର): ଚଳିତ ବର୍ଷ ପିପିଏଲ (ପାରାଦୀପ ଫସଫେସଟ ଲିମିଟେଡ) ପ୍ଲାଂଟ ସାଇଟକୁ ଅଧିକ ବିଦେଶୀ ପକ୍ଷୀ ଆସିଛନ୍ତି ।
ରାଜନଗର ଡିଏଫଓଙ୍କ ଦ୍ୱାରା ହୋଇଥିବା ପକ୍ଷୀ ଗଣନା ଅନୁଯାୟୀ ଚଳିତ ବର୍ଷ ୪୮ଟି ପ୍ରଜାତିର ୩୦ ହଜାରରୁ ଅଧିକ ପକ୍ଷୀ ଆସିଥିବା ବେଳେ ଗତ ବର୍ଷ ୪୦ଟି ପ୍ରଜାତିର ପ୍ରାୟ ୨୭ ହଜାର ପକ୍ଷୀ ଆସିଥିଲେ ।
ବନ୍ୟପ୍ରାଣୀ ବିଶେଷଜ୍ଞ ସୁଚିତ୍ରା ସାହୁ ଓ ଅନ୍ୟ ବନ ଅଧିକାରୀଙ୍କୁ ନେଇ ଗଠିତ ଗଣନା ଦଳ ପିପିଏଲର ପରିବେଶ ସନ୍ତୁଳନ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ଲୋକାଲ ୱାୟାର
Leave a Reply