ଭୁବନେଶ୍ୱର, ଅଗଷ୍ଟ ୨୧(ଲୋକାଲ ୱାୟାର): ଜେଇଇ ମେନ୍ ଆସନ୍ତା ସେପ୍ଟେମ୍ବର ୧ରୁ ୬ ତାରିଖ ଏବଂ ନିଟ୍ ୧୩ ତାରିଖରେ ଅନୁଷ୍ଠିତ ହେବ ବୋଲି ଏନଟିଏ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ନିକଟରେ ସୁପ୍ରିମକୋର୍ଟ ଜେଇଇ ମେନ୍ ଓ ନିଟ୍ ତାରିଖ ଘୁଞ୍ଚାଇବାକୁ ଆବେଦନ କରି ହୋଇଥିବା ପିଟିସନକୁ ଖାରଜ କରିଦେବା ପରେ ଏନଟିଏ ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍ ହେବ ବୋଲି ସ୍ପଷ୍ଟ କରିଛନ୍ତି ।
ଲୋକାଲ ୱାୟାର
Leave a Reply