• Skip to primary navigation
  • Skip to main content
  • Skip to primary sidebar
  • About Us
  • Contact Us
  • Copyright
  • Privacy Policy
  • Our Advertisers
  • Careers
  • Wire-Events
  • Bhubaneswar

LocalWire

The hyper local news platform

  • Happenings
  • Special
    • Interview
  • Business
    • Tech
  • Education
  • Health
    • Travel
  • Politics
    • Election-2019
    • Opinion
  • Sports
  • Cyclone-Fani-2019
    • Weather
  • Odisha News in 30 seconds

ଟାଙ୍ଗୀ ଅଞ୍ଚଳରେ ହାତୀ ଉପଦ୍ରବ, ଆକ୍ରମଣରେ ଜଣେ ଗୁରୁତର

October 9, 2019 By LocalWire Leave a Comment

Share

ଭୁବନେଶ୍ବର, ଅକ୍ଟୋବର ୯(ଲୋକାଲ ୱାୟାର): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜର ରାମେଶ୍ବରଠାରେ ଥିବା ବନ ବିଭାଗ ଫାର୍ମ ହାଉସର ଜଣେ କେୟାର୍ ଟେକର୍ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ବୁଧବାର ସୂଚନା ମିଳିଛି।

ଆହତ କେୟାର୍ ଟେକରଙ୍କ ନାମ ପଙ୍କଜ ବିଶ୍ବାଳ।

ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି।

କିଛିଦିନ ହେଲା ଏକ ହାତୀ ପଲ ଏହି ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ଉପଦ୍ରବ ଚଳାଇଥିଲେ ବି ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଲୋକାଲ ୱାୟାର

Share

Related Posts:

  • ହାତୀ ଆକ୍ରମଣରେ ମହିଳା ଗୁରୁତର
  • ହାତୀ ଆକ୍ରମଣରେ ମହିଳା ମୃତ, ବୃଦ୍ଧ ଗୁରୁତର
  • କେନ୍ଦୁଝର: ହାତୀ ଆକ୍ରମଣରେ ବ୍ୟକ୍ତି ଗୁରୁତର
  • କେନ୍ଦୁଝର ରାଇସୁଆଁ ଅଞ୍ଚଳରେ ହାତୀଙ୍କ ଉପଦ୍ରବ, କଦଳୀ ଫସଲ ନଷ୍ଟ
  • ହାତୀ ଉପଦ୍ରବ: ୫ ଟି ଘର ଭାଙ୍ଗିବା ସହ ନଷ୍ଟ କଲେ ଧାନ ଓ ଚାଉଳ
  • ଚମ୍ପୁଆ ବନଖଣ୍ଡ ନିକଟସ୍ଥ ଗ୍ରାମରେ ହାତୀ ଉପଦ୍ରବ, ଘର…

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ଭୁବନେଶ୍ୱର

Download LocalWire App for Hyperlocal Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

Primary Sidebar

Advertisement

  • Email
  • Facebook
  • Instagram
  • Phone
  • Twitter
  • YouTube

Most Popular

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମବାର୍ଷିକୀରେ ଜାଣିବା କିଛି ଜଣା ଅଜଣା କଥା (ବିଶେଷ)

୧୯୩୦ର ଲବଣ ସତ୍ୟାଗ୍ରହରେ ଲକ୍ଷ୍ମୀକାନ୍ତଙ୍କ ପୂରା ପରିବାର ମହାତ୍ମା ଗାନ୍ଧିଙ୍କୁ ସମର୍ଥନ ଜଣାଇ ଇଞ୍ଚୁଡିଠାରେ ଲୁଣ ମାରିଥିଲେ।

ଭାଗବତ ପ୍ରସାଦ ମହାନ୍ତିଙ୍କୁ ଝୁରୁଛି କେନ୍ଦ୍ରାପଡ଼ା (ବିଶେଷ)

ପ୍ରାଶାସନିକ ବ୍ୟବସ୍ଥା, ଆଇନକାନୁନ ଓ ସାହିତ୍ୟ ସଂସ୍କୃତିରେ ତାଙ୍କର ଉଲ୍ଲେଖନୀୟ ପାଣ୍ଡିତ୍ୟ ରହିଥିଲା।

ଜଗନ୍ନାଥ ମନ୍ଦିର ହୁଣ୍ଡିରେ ମିଳିଥିବା ଦାନ

ଡିସେମ୍ବର ୦୮ , ରବିବାର
ଜଗନ୍ନାଥ ମନ୍ଦିର ହୁଣ୍ଡିରେ ମିଳିଥିବା ଦାନ
୫,୨୬,୧୭୬ ଟଙ୍କା
ସୁନା ପ୍ରାୟ ୧୦୦ ମିଲିଗ୍ରାମ
ରୂପା ପ୍ରାୟ ୩୬ ଗ୍ରାମ ୨୦୦ ମିଲିଗ୍ରାମ
ସୌଜନ୍ୟ: ମନ୍ଦିର ପ୍ରଶାସନ

Tags

Award Berhampur Bhubaneswar Business Cyclone-Fani-2019 Education Election-2019 Environment Festivals Happenings Health Jagatsinghpur Kendrapara Odisha Paradip Politics Rourkela Special Sports Travel Weather ଅନୁଗୁଳ ଅପରାଧ ଓଡିଶା କଟକ କାର୍ଯ୍ୟକ୍ରମ କାର୍ଯ୍ୟାଳୟ କେନ୍ଦୁଝର କେନ୍ଦ୍ରାପଡା ଖେଳ ଘଟଣା ଦୁର୍ଘଟଣା ପରିବେଶ ପର୍ବପର୍ବାଣୀ ପାଣିପାଗ ପୁରୀ ବାଲେଶ୍ଵର ବ୍ରହ୍ମପୁର ଭଦ୍ରକ ଭୁବନେଶ୍ୱର ମନୋରଞ୍ଜନ ରାଉରକେଲା ରାଜନୀତି ଶିକ୍ଷା ସମ୍ବଲପୁର

Copyright © 2019 · LocalWire