ଏହାର ଉଦଘାଟନୀ ଉତ୍ସବରେ ୯ଜଣ ଶିଳ୍ପୀ ପୁରସ୍କୃତ ହୋଇଛନ୍ତି । ୩ଜଣଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୧୯ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ପଥର ଖୋଦେଇ ଶିଳ୍ପୀ ଦିବ୍ୟଜ୍ୟୋତି ବେହେରା, ତାଳପତ୍ର ଖୋଦେଇ ଶିଳ୍ପୀ ଦିଲ୍ଲୀପ କୁମାର ସ୍ୱାଇଁ, ମୃତ୍ତିକା ଶିଳ୍ପୀ ପ୍ରିୟଙ୍କା ପାତ୍ର ।
ଭୁବନେଶ୍ୱର, ଜାନୁଆରୀ ୨୨(ଲୋକାଲ ୱାୟାର): ଜନତା ମଇଦାନରେ ଆରମ୍ଭ ହୋଇଛି ଜାତୀୟ ତୋଷାଳି ମେଳା ।
ଏହାର ଉଦଘାଟନୀ ଉତ୍ସବରେ ୯ଜଣ ଶିଳ୍ପୀ ପୁରସ୍କୃତ ହୋଇଛନ୍ତି । ୩ଜଣଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୧୯ ପ୍ରଦାନ କରାଯାଇଥିଲା ।
ସେମାନେ ହେଲେ ପଥର ଖୋଦେଇ ଶିଳ୍ପୀ ଦିବ୍ୟଜ୍ୟୋତି ବେହେରା, ତାଳପତ୍ର ଖୋଦେଇ ଶିଳ୍ପୀ ଦିଲ୍ଲୀପ କୁମାର ସ୍ୱାଇଁ, ମୃତ୍ତିକା ଶିଳ୍ପୀ ପ୍ରିୟଙ୍କା ପାତ୍ର ।
ସେହିପରି ୬ଜଣ ଶିଳ୍ପୀଙ୍କୁ କଳାକୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ପଥର ଖୋଦେଇ ଶିଳ୍ପୀ ସୁଶାନ୍ତ କୁମାର ଦାସ, ନିତ୍ୟାନନ୍ଦ ସ, ପଟ୍ଟଚିତ୍ର ଶିଳ୍ପୀ ରୋନିବାଳା ମହାପାତ୍ର, ତାଳପତ୍ର ଖୋଦେଇ ଶିଳ୍ପୀ ନିର୍ମଳ ଚନ୍ଦ୍ର ଦାସ, ଚାନ୍ଦୁଆ ହସ୍ତଶିଳ୍ପ କାରିଗର ସୁରେଶ ଚନ୍ଦ୍ର ମହାପାତ୍ର, ନଡ଼ା ଶିଳ୍ପ କାରିଗର କୁନି ପାତ୍ର ପ୍ରମୁଖ ପୁରସ୍କୃତ ହୋଇଥିଲେ ।
ଲୋକାଲ ୱାୟାର
ବ୍ୟବସାୟଧର୍ମୀ ନୁହେଁ, ଏହା ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ହେବ ବୋଲି ମହୁରତ ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା…
ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର କଳା ପରିଷଦ ସହଯୋଗରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି…
ଏହାକୁ ମିଶାଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସର୍ବମୋଟ୍ ୨୫ଟି ପୁରସ୍କାର ଲାଭ କରିବା ସହିତ ବିରଳ ରେକର୍ଡ ହାସଲ…
ନବେ ଦଶକର ଏହି ଅପ୍ରତିଦ୍ୱନ୍ଦ୍ୱୀ ନାୟିକା ଜଣକ ହେଉଛନ୍ତି ସସ୍ମିତା ପ୍ରଧାନ । ‘କି ହେବ ଶୁଆ ପୋଷିଲେ' ଫିଲ୍ମରୁ…
ଏଥିରେ ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ନୀରଜ ଗୁପ୍ତା ସଭାପତିତ୍ୱ କରିଥିଲେ । ସାଂସ୍କୃତିକ କମିଟି ଅଧ୍ୟକ୍ଷ ଡଃ ଶୁଭାଶିଷ୍ ଭଦ୍ର…
ଏହି ମେଳାରେ ୬୦ଟି ଷ୍ଟଲରେ କାର୍ପାସ, ସିଲ୍କ ଓ ମସଲିନ୍ ଖଦି ପ୍ରସ୍ତୁତ ଶାଢୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ…
This website uses cookies.