ଭୁବନେଶ୍ୱର, ଅକ୍ଟୋବର ୧୬(ଲୋକାଲ ୱାୟାର): ନିକଟରେ ଏକାଧିକ ବ୍ୟାଙ୍କ ଓ ଏଟିଏମ୍ ଲୁଟ ଘଟଣା ହେବା ପରେ କମିଶନରେଟ ପୁଲିସ ପକ୍ଷରୁ ଶୁକ୍ରବାର ୨୫ଟି ବ୍ୟାଙ୍କର ଅଧିକାରୀମାନଙ୍କ ସହ ଏ ନେଇ ଆଲୋଚନା କରାଯାଇଛି ।
କିଭଳି ବ୍ୟାଙ୍କ ଡକାୟତି ଓ ଏଟିଏମ ଲୁଟ୍ ରୋକାଯିବ ସେ ନେଇ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଓ ବରିଷ୍ଠ ପୁଲିସ ଅଫିସରମାନେ ବ୍ୟାଙ୍କ ଅଧିକାରୀମାନଙ୍କୁ କହିବା ସହ ସେମାନେ ସହଯୋଗ ଲୋଡ଼ିଥିଲେ ।
ଲୋକାଲ ୱାୟାର
Leave a Reply