ଭୁବନେଶ୍ୱର, ଅକ୍ଟୋବର ୩୧(ଲୋକାଲ ୱାୟାର): ଭୁବନେଶ୍ୱର ଉପକଣ୍ଠ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଏକ ନୀଳଗାଈର ମୃତୁ୍ୟ ହୋଇଥିବା ଉଦ୍ୟାନ କର୍ତ୍ତୃପକ୍ଷ ଶନିବାର କହିଛନ୍ତି ।
ଗାଈଟିର ବୟସ ପ୍ରାୟ ୧୪ ବର୍ଷ ହେବ ଏବଂ ସେ ଅସୁସ୍ଥ ଥିବାରୁ କିଛି ଦିନ ଧରି ତାର ଚିକିତ୍ସା ଚାଲିଥିଲା ବୋଲି କର୍ତ୍ତୃପକ୍ଷ କହିଛନ୍ତି ।
ଲୋକାଲ ୱାୟାର
Leave a Reply