ଭୁବନେଶ୍ୱର, ଡିସେମ୍ବର ୧୬(ଲୋକାଲ ୱାୟାର): ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ ଫାଷ୍ଟ ଲଭ୍’ର ଶୁଭ ମହୁରତ ଖୋର୍ଦ୍ଧା କୋଷଳାଶୁଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ସାଇଶ୍ରୀ ଫିଲ୍ମ ଓ ଏପି ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏ ସିନେମାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଆଶିଷ ପ୍ରତାପ ସାମଲ ।
ନିର୍ଦ୍ଦେଶନା ଦେଉଛନ୍ତି ବିବେକ କୁମାର । ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ବୈଦ୍ୟନାଥ ଦାଶ ।
ଫିଲ୍ମରେ ହିରୋ ଭୂମିକାରେ ଆଶିଷ ଥିଲା ବେଳେ ହିରୋଇନ୍ ଭୂମିକାରେ ପ୍ରିୟଙ୍କା ପାଣିଗ୍ରାହୀ ଅଭିନୟ କରୁଛନ୍ତି ।
ଲୋକାଲ ୱାୟାର
Leave a Reply