କୋରାପୁଟ, ଅଗଷ୍ଟ ୨୫ (ଲୋକାଲ ୱାୟାର) : କୋରାପୁଟ ଜିଲ୍ଳା ପଟାଙ୍ଗି ବିଧାୟକ ପିତମ ପାଢୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ।
ଏବେ ସେ ହୋମ୍ କ୍ୱାରେଣ୍ଟାଇନ୍ରେ ଅଛନ୍ତି ।
ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ତୁରନ୍ତ କରୋନା ପରୀକ୍ଷା କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଲୋକାଲ ୱାୟାର
Leave a Reply