ପାରାଦୀପ, ଫେବ୍ରୁଆରୀ ୧୩ (ଲୋକାଲ ୱାୟାର): ସୁରକ୍ଷା ପ୍ରସଙ୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ସଂସ୍ଥାଗୁଡିକୁ ଗ୍ରୀନଟେକ ଫାଉଣ୍ଡେସନ ସ୍ୱୀକୃତି ପ୍ରଦାନ କରିଥାଏ ।
ଏହି ଧାରାରେ ପାରାଦୀପ ଫସଫେଟସ ଲିମିଟେଡ ୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ଔଦ୍ୟୋଗିକ ସୁରକ୍ଷା ପୁରସ୍କାର ପାଇଛି ।
ଗ୍ରୀନଟେକ ଫାଉଣ୍ଡେସନର ଅଧ୍ୟକ୍ଷ କମଳେଶ୍ୱର ସରନଙ୍କ ଉପସ୍ଥିତିରେ ପିପିଏଲର (ଅଗ୍ନିଶମ ଓ ନିରାପତା) ଯୁଗ୍ମ ମହାପ୍ରବନ୍ଧକ ନିହାରକାନ୍ତି ରାଉତ ଓଏନଜିସିର ପୂର୍ବତନ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଏସ.ଡି, ମାସ୍କେଙ୍କ ଠାରୁ ମହାବଳିପୁରମ ଠାରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ଲୋକାଲ ୱାୟାର
Leave a Reply