ଫଟୋରେ ଦେଖନ୍ତୁ ଇକୋ ରିଟ୍ରିଟ୍ December 10, 2020 By LocalWire Leave a Comment ଭୁବନେଶ୍ୱର, ଡିସେମ୍ବର ୧୦ (ଲୋକାଲ ୱାୟାର) : ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି । ଏହି ୫ଟି ସ୍ଥାନ ହେଲା କୋଣାର୍କ, ସାତପଡ଼ା, ହୀରାକୁଦ, ଦାରିଙ୍ଗବାଡି଼ ଓ ଭିତରକନିକା । ଫଟୋରେ ଦେଖନ୍ତୁ ଇକୋ ରିଟ୍ରିଟ୍:
Leave a Reply