ଭୁବନେଶ୍ୱର, ମାର୍ଚ୍ଚ ୧୩ (ଲୋକାଲ ୱାୟାର) ଅପ୍ରତ୍ୟାଶିତ ଫିସ୍ ବୃଦ୍ଧି କରିଥିବାରୁ ଭୁବନେଶ୍ୱର ପଟିଆସ୍ଥିତ ଓଡିଏମ୍ ସ୍କୁଲର ଅଭିଭାବକମାନେ ସ୍କୁଲ ସାମନାରେ ଗୁରୁବାର ଠାରୁ ଅନିର୍ଦିଷ୍ଟ କାଳ ପାଇଁ ଅନଶନରେ ବସିବେ ବୋଲି କହିଛନ୍ତି।
ସ୍କୁଲ କର୍ତ୍ତୃପକ୍ଷ ପ୍ରବେଶ ଶୁଳ୍କ ଓ ପୁନଃ ପ୍ରବେଶ ଶୁଳ୍କ ଉଭୟ ବୃଦ୍ଧି କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ଲୋକାଲ ୱାୟାର
Leave a Reply