୨୧ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନର ଟକ୍ସିନୋମି, ଗବେଷକ, ଉଦ୍ଭିଦ ବିଜ୍ଞାନୀମାନେ ଆବେଦନ କରିପାରିବେ । ବୈଷୟିକ ଜ୍ଞାନ କୌଶଳର ଉପଯୋଗରେ କିପରି ରୁଟିଂ, ପ୍ଲାନେଟ୍ ହାଡେନିଂ, ଲାବ ସାମଗ୍ରୀର ଯତ୍ନ, ଇନକୁ୍ୟବେସନ୍ କଲଚର, ସରଫେସ୍ ଷ୍ଟେରିଲାଇଜେସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ତାଲିମ ଦିଆଯିବ ।
ଭୁବନେଶ୍ୱର, ଜାନୁଆରୀ ୨୧(ଲୋକାଲ ୱାୟାର): ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଆସନ୍ତା ଫେବୃଆରୀ ୨୩ ତାରିଖ ଆରମ୍ଭ ହେବାକୁ ଯାଉଛି ‘ଅଗ୍ରଣୀ ଚାରା ଓ ଟିସୁ କଲଚର ଜ୍ଞାନ’ ସମ୍ପର୍କିତ ଏକ ଦକ୍ଷତା ବିକାଶ କର୍ମଶାଳା ।
୨୧ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନର ଟକ୍ସିନୋମି, ଗବେଷକ, ଉଦ୍ଭିଦ ବିଜ୍ଞାନୀମାନେ ଆବେଦନ କରିପାରିବେ ।
ବୈଷୟିକ ଜ୍ଞାନ କୌଶଳର ଉପଯୋଗରେ କିପରି ରୁଟିଂ, ପ୍ଲାନେଟ୍ ହାଡେନିଂ, ଲାବ ସାମଗ୍ରୀର ଯତ୍ନ, ଇନକୁ୍ୟବେସନ୍ କଲଚର, ସରଫେସ୍ ଷ୍ଟେରିଲାଇଜେସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ତାଲିମ ଦିଆଯିବ ।
ଏଥିପାଇଁ ସାରା ଦେଶରୁ ୨୦ ଜଣ ପ୍ରତିଯୋଗୀ ଭାଗ ନେଇପାରିବେ । ଫେବୃୟାରୀ ୧ ତାରିଖ ସୁଦ୍ଧା ଏନେଇ ଆଶାୟୀମାନେ ଆବେଦନ କରିପାରିବେ ।
ଫେବୃଆରୀ ୩ ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ୨୧ରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଲୋକାଲ ୱାୟାର
ବ୍ୟବସାୟଧର୍ମୀ ନୁହେଁ, ଏହା ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ହେବ ବୋଲି ମହୁରତ ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା…
ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର କଳା ପରିଷଦ ସହଯୋଗରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି…
ଏହାକୁ ମିଶାଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସର୍ବମୋଟ୍ ୨୫ଟି ପୁରସ୍କାର ଲାଭ କରିବା ସହିତ ବିରଳ ରେକର୍ଡ ହାସଲ…
ନବେ ଦଶକର ଏହି ଅପ୍ରତିଦ୍ୱନ୍ଦ୍ୱୀ ନାୟିକା ଜଣକ ହେଉଛନ୍ତି ସସ୍ମିତା ପ୍ରଧାନ । ‘କି ହେବ ଶୁଆ ପୋଷିଲେ' ଫିଲ୍ମରୁ…
ଏଥିରେ ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ନୀରଜ ଗୁପ୍ତା ସଭାପତିତ୍ୱ କରିଥିଲେ । ସାଂସ୍କୃତିକ କମିଟି ଅଧ୍ୟକ୍ଷ ଡଃ ଶୁଭାଶିଷ୍ ଭଦ୍ର…
ଏହି ମେଳାରେ ୬୦ଟି ଷ୍ଟଲରେ କାର୍ପାସ, ସିଲ୍କ ଓ ମସଲିନ୍ ଖଦି ପ୍ରସ୍ତୁତ ଶାଢୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ…
This website uses cookies.