• Skip to primary navigation
  • Skip to main content
  • Skip to primary sidebar
  • About Us
  • Contact Us
  • Copyright
  • Privacy Policy
  • Our Advertisers
  • Careers
  • Wire-Events
  • Bhubaneswar

LocalWire

The hyper local news platform

  • Happenings
  • Special
    • Interview
  • Business
    • Tech
  • Education
  • Health
    • Travel
  • Politics
    • Election-2019
    • Opinion
  • Sports
  • Cyclone-Fani-2019
    • Weather
  • Odisha News in 30 seconds
ବଳକା ସିଟ ନିମନ୍ତେ +୩  ସ୍ପଟ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ

ବଳକା ସିଟ ନିମନ୍ତେ +୩ ସ୍ପଟ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ

August 16, 2019 By LocalWire Leave a Comment

Share

ଭୁବନେଶ୍ଵର ,ଅଗଷ୍ଟ ୧୬ (ଲୋକାଲ ୱାୟାର ) ରାଜ୍ୟର ଡିଗ୍ରୀ ଓ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଖାଲି ପଡିଥିବା ବଳକା ସିଟରେ ୨୦୧୯-୨୦୨୦ ଶିକ୍ଷା ବର୍ଷ ପାଇଁ ଖାଲିଥିବା ସିଟ ପୂରଣ ନିମନ୍ତେ ଶୁକ୍ରବାର ସ୍ପଟ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଛାତ୍ରଛାତ୍ରୀମାନେ ଶୁକ୍ରବାର ଓ ଶନିବାର -ଏହି ଦୁଇଦିନ ଧରି ନାମ ପଞ୍ଜୀକରଣ କରିପାରିବେ ।

ସ୍ପଟ ଆଡମିସନ ସମ୍ପର୍କିତ ସମସ୍ତ ତଥ୍ୟ ଆବେଦନକାରୀ ଛାତ୍ରଛାତ୍ରୀମାନେ ମାନେ ଡିଗ୍ରୀ ଓ ସ୍ଵୟଂଶାସିତ ମହାବିଦ୍ୟାଳୟମାନଙ୍କର ନୋଟିସ ବୋର୍ଡରୁ ଜାଣିପାରିବେ ।

ସ୍ପଟ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀ ଅଗଷ୍ଟ ୧୯ ତାରିଖରୁ ୨୧ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ଅନଲାଇନରେ ନାମଲେଖା ଫି’ ଦାଖଲ କରିପାରିବେ ।

ଆସନ୍ତା ଅଗଷ୍ଟ ୨୪ରୁ ଯୁକ୍ତ ତିନି ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ ।

ଲୋକାଲ ୱାୟାର

Share

Related Posts:

  • ଏମବିବିଏସ ଓ ବିଡିଏସ ବଳକା ସିଟ ପାଇଁ ସ୍ପଟ ଆଡମିଶନ ଅଗଷ୍ଟ ୪ରୁ
  • ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟରେ ବଳକା ପିଜି ସିଟ ନିମନ୍ତେ ସ୍ପଟ…
  • ଏମବିବିଏସ ଓ ବିଡିଏସ ବଳକା ସିଟ୍ ନିମନ୍ତେ ପୁନର୍ବାର ସ୍ପଟ…
  • ଜୁନ ୨୪ରୁ ଆରମ୍ଭ ହେବ ଯୁକ୍ତ ତିନି ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା
  • ଜୁଲାଇ ୨୭ ପର୍ଯ୍ୟନ୍ତ ଯୁକ୍ତ ଦୁଇ ସ୍ପଟ ସିଲେକ୍ସନ ଆଡ଼ମିଶନ
  • ଅଗଷ୍ଟ ୫ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବଳକା ସିଟ…

Filed Under: Odia, ଶିକ୍ଷା Tagged With: ଓଡିଶା, ଶିକ୍ଷା

Download LocalWire App for Hyperlocal Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

Primary Sidebar

  • Email
  • Facebook
  • Instagram
  • Phone
  • Twitter
  • YouTube

Most Popular

ବାବାସାହେବ ଆମ୍ବେଦକରଙ୍କ ପୁଣ୍ୟତିଥିରେ ଜାଣିବା ତାଙ୍କ ବିଷୟରେ କିଛି କଥା(ବିଶେଷ)

ଆମେରିକାରୁ ଇଂଲଣ୍ଡ ଯାଇ ସେ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନମିକ୍ସରେ ଯୋଗ ଦେବା ସହ ସେଠାକାର ଗ୍ରେସ୍ ଇନରେ ଆଇନ ପଢ଼ିଥିଲେ।

ପର୍ଯ୍ୟଟନ ଋତୁରେ ଆସନ୍ତୁ ବୁଲିଯିବା କେନ୍ଦୁଝର(ବିଶେଷ)

ଗୁଣ୍ଡିଚାଘାଗୀ ଅରଣ୍ୟ ମଧ୍ୟରେ ଏହି ପାହାଡ କଟା ଜଳସ୍ରୋତ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରିଥାଏ ।

ଜଗନ୍ନାଥ ମନ୍ଦିର ହୁଣ୍ଡିରେ ମିଳିଥିବା ଦାନ

ଡିସେମ୍ବର ୦୫ , ଗୁରୁବାର
ଜଗନ୍ନାଥ ମନ୍ଦିର ହୁଣ୍ଡିରେ ମିଳିଥିବା ଦାନ
୧,୭୮,୫୫୭ ଟଙ୍କା
ରୂପା  ପ୍ରାୟ ୨ଗ୍ରାମ ୯୮୦ମିଲିଗ୍ରାମ
ସୌଜନ୍ୟ: ମନ୍ଦିର ପ୍ରଶାସନ

Advertisement

Copyright © 2019 · LocalWire