ଭୁବନେଶ୍ୱର, ଏପ୍ରିଲ ୨୪ (ଲୋକାଲ ୱାୟାର) : କୋଭିଡ୍-୧୯ ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀଙ୍କୁ ବାଲୁକା କଳା ମାଧ୍ୟମରେ ସଲାମ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଏନେଇ ପୁରୀ ସମୁଦ୍ର କୂଳରେ ‘ଏ ସାଲୁଟ୍ ଟୁ ଦ ହିରୋସ୍’ ବାର୍ତ୍ତାବହନ କରୁଥିବା ବାଲୁକା କଳା ନିର୍ମାଣ କରିଥିଲେ ସୁଦର୍ଶନ ।
ଲୋକାଲ ୱାୟାର
Leave a Reply