ଭଦ୍ରକ, ଏପ୍ରିଲ ୧୯ (ଲୋକାଲ ୱାୟାର) : ଭଦ୍ରକ ଜିଲ୍ଲାର ଚରମ୍ପା ଓ ଏରେଇରୁ କଣ୍ଟେନମେଣ୍ଟ କଟକଣା ହଟାଇ ଦିଆଯାଇଥିବା ରବିବାର ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ କରି କହିଛନ୍ତି ।
କଣ୍ଟେନମେଣ୍ଟ କଟକଣା ଉଠିବା ପରେ ଲକ୍ ଡାଉନ୍ କଟକଣା ବଳବତ୍ତର ରହିିଛି ।
Additional restrictions imposed in Containment Zone 2 (Charampa) and Zone 3( Erein) removed as notified by District Administration. However, #lockdown restrictions continue as elsewhere. @DM_Bhadrak @SpBhadrak
— GYANA DAS (@gyana_r_das) April 19, 2020
ପୂର୍ବରୁ ଏପ୍ରିଲ୍ ୧୫ ତାରିଖରେ ପୁରୁଣା ବଜାରରୁ କଣ୍ଟେନମେଣ୍ଟ କଟକଣା ହଟାଇ ଥିଲା ଜିଲ୍ଲାପ୍ରଶାସନ ।
ଭଦ୍ରକ ଜିଲ୍ଲାରୁ ୩ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ୬ ତାରିଖରେ ଏହି ୩ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ ।
ଲୋକାଲ ୱାୟାର
Leave a Reply