ଭୁବନେଶ୍ୱର, ଜାନୁଆରୀ ୧୯ (ଲୋକାଲ ୱାୟାର): ଦେଶର ସର୍ବବୃହତ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଏମଡି ବା ପରିଚାଳନା ନିଦେ୍ର୍ଦଶକ ଭାବେ ଦାୟିତ୍ୱ ନେବେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ।
ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିବେ ଏବଂ ୨୦୨୩ ମସିହା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ପଦରେ ରହିବେ ବୋଲି ଜଣାପଡ଼ିଛି ।
ବର୍ତ୍ତମାନ ସେ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ତଥା ସିଇଓ ରହିଛନ୍ତି ।
ଲୋକାଲ ୱାୟାର
Leave a Reply