• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଭୁବନେଶ୍ୱରରେ ଆଜି ସର୍ବାଧିକ ୫୦୫ ଆକ୍ରାନ୍ତ, ମୋଟ ୯୫୦୬

ଭୁବନେଶ୍ୱରରେ ଆଜି ସର୍ବାଧିକ ୫୦୫ ଆକ୍ରାନ୍ତ, ମୋଟ ୯୫୦୬

August 29, 2020 By LocalWire Leave a Comment

ଭୁବନେଶ୍ୱର, ଅଗଷ୍ଟ ୨୯(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ଶନିବାର ସର୍ବାଧିକ ୫୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ୍ ସଂଖ୍ୟା ୯୫୦୬ ହୋଇଥିବା ବିଏମସି କହିଛି ।

ଶନିବାର ୩୪୫ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ଯୁ ହୋଇଛି । ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣଙ୍କ ମୃତ୍ଯୁ ହୋଇଛି ।

୫୭୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୬୯୩ ଜଣ ଆକ୍ଟିଭ୍ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ବିଏମସିର ସୂଚନାନୁସାରେ, ରବିବାର ୱାର୍ଡ ନଂ୧ରେ ଜଣେ, ୨ନଂ ୱାର୍ଡରେ ୧୨ଜଣ, ୩ନଂ ୱାର୍ଡରେ ୨୩ଜଣ, ୪ନମ୍ବରରେ ୧୮ ଜଣ, ୫ନଂରେ ୫ଜଣ, ୬ନଂରେ ୯ଜଣ, ୭ନଂରେ ଜଣେ, ୮ନଂରେ ୪ଜଣ, ୯ନଂରେ ୩୦ ଜଣ, ୧୦ନଂରେ ୩ଜଣ, ୧୧ନଂରେ ୪ଜଣ, ୧୨ନଂରେ ୧୦ ଜଣ, ୧୩ନଂରେ ୬ଜଣ, ୧୪ନଂରେ ୬ଜଣ, ୧୫ ନଂରେ ୨ଜଣ, ୧୬ନଂରେ ଜଣେ, ୧୭ ନଂରେ ୨ଜଣ, ୧୮ନଂରେ ୪ଜଣ, ୧୯ନଂରେ ୧୪ଜଣ, ୨୦ନଂରେ ୫ଜଣ, ୨୧ ନଂରେ ଜଣେ, ୨୨ନଂରେ ୪ଜଣ, ୨୩ ନଂରେ ୧୯ଜଣ, ୨୪ନଂରେ ୧୭ ଜଣ, ୨୫ନଂରେ ଜଣେ, ୨୭ନଂରେ ୩୯ ଜଣ, ୨୮ନଂରେ ୧୧ଜଣ, ୨୯ନଂରେ ୫ ଜଣ, ୩୦ନଂରେ ୮ଜଣ, ୩୧ନଂରେ ୫ଜଣ, ୩୨ ନଂରେ ୪ଜଣ, ୩୩ନଂରେ ୩ଜଣ, ୩୫ନଂରେ ୩ଜଣ, ୩୬ନଂରେ ୮ଜଣ, ୩୭ ନଂରେ ଜଣେ, ୩୮ ନଂରେ ୩ଜଣ, ୩୯ ନଂରେ ୪ଜଣ, ୪୦ନଂରେ ୨୮ଜଣ, ୪୧ନଂରେ ୫ଜଣ, ୪୨ନଂରେ ୩ଜଣ, ୪୩ନଂରେ ୨ଜଣ, ୪୪ନଂରେ ୧୦ଜଣ, ୪୫ନଂରେ ୨ଜଣ, ୪୬ନଂରେ ୫ଜଣ, ୪୭ ନଂରେ ଜଣେ, ୪୮ନଂରେ ୧୩ଜଣ, ୪୯ନଂରେ ୧୫ଜଣ, ୫୦ନଂରେ ୪ଜଣ, ୫୧ନଂରେ ୨ଜଣ, ୫୨ନଂରେ ୬ଜଣ, ୫୩ନଂରେ ୩ଜଣ, ୫୪ ନଂରେ ଜଣେ, ୫୫ନଂରେ ୧୨ଜଣ, ୫୬ ନଂରେ ଜଣେ, ୫୭ନଂରେ ୬ଜଣ, ୫୮ ନଂରେ ୯ଜଣ, ୫୯ନଂରେ ୯ଜଣ, ୬୦ନଂରେ ୭ଜଣ, ୬୧ନଂରେ ୩ଜଣ, ୬୨ନଂରେ ୫ଜଣ, ୬୩ନଂରେ ୨୧ଜଣ, ୬୪ନଂରେ ଜଣେ, ୬୫ନଂରେ ୧୮ଜଣ, ୬୬ନଂରେ ୨ଜଣ ଏବଂ ୬୭ନମ୍ବର ୱାର୍ଡରେ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କରୋନା, ଭୁବନେଶ୍ୱର

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire