ଭୁବନେଶ୍ବର,ମାର୍ଚ୍ଚ ୧୬ (ଲୋକାଲ ୱାୟାର): ମହାମାରୀ କରୋନା ସର୍ତକତା ନେଇ ସୋମବାର ଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକର ସମସ୍ତ ମଲ୍ ଗୁଡ଼ିକୁ ବନ୍ଦ କରିବାକୁ କମିଶନରେଟ ପୁଲିସଙ୍କ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ସ୍କୁଲ୍, କଲେଜ୍, ସମସ୍ତ କୋଚିଂ ସେଣ୍ଟର, ଜିମ୍, ଫିଲ୍ମ ହଲ୍ ଓ ଅନେକ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରାଯାଇସାରିଛି।
ଲୋକାଲ ୱାୟାର
Leave a Reply