ଭୁବନେଶ୍ୱର, ଅଗଷ୍ଟ ୩୧ (ଲୋକାଲ ୱାୟାର) : ମଧୁବାବୁ ପେନ୍ସନ ଯୋଜନାରେ ହିତାଧିକାରୀଙ୍କୁ ୪ ମାସର ଏକକାଳୀନ ଭତ୍ତା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସାମାଜିକ ସୁରକ୍ଷା ଓ ସଶକ୍ତୀରଣ ମନ୍ତ୍ରୀ ଅଶୋକ ପଣ୍ଡା ସୋମବାର ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଟଙ୍କା ଏକାଥରରେ ଦିଆଯିବ ।
ସେପ୍ଟେମ୍ବର ମାସରେ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ ।
ଲୋକାଲ ୱାୟାର
Leave a Reply