• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ମାଟ୍ରିକ ପରୀକ୍ଷା ଫଳ: କେଉଁ ଜିଲ୍ଲାରେ ପାସ୍ ହାର କେତେ

ମାଟ୍ରିକ ପରୀକ୍ଷା ଫଳ: କେଉଁ ଜିଲ୍ଲାରେ ପାସ୍ ହାର କେତେ

July 29, 2020 By LocalWire Leave a Comment

କଟକ, ଜୁଲାଇ ୨୯(ଲୋକାଲ ୱାୟାର): ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ରାଜ୍ୟରେ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପାସ୍ ହାର ୭୮.୭୬% ରହିଛି ।

ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ପାସ୍ ହାର କେତେ ରହିଛି:

କଟକ ଜିଲ୍ଲାରେ ମୋଟ ୨୩,୩୧୯ ଛାତ୍ରଛାତ୍ର୍ରୀ (ଛାତ୍ର ୧୧୨୨୬, ଛାତ୍ରୀ ୧୨,୦୯୩) ପାସ୍ (୮୪.୪୫%)କରିଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ୧୧୭୯୭ ଛାତ୍ରଛାତ୍ରୀ (୫୬୯୮ ଛାତ୍ର, ୬୧୩୯ ଛାତ୍ରୀ) ପାସ୍ (୭୯.୮୭%) କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ୧୫,୩୨୬ ଛାତ୍ରଛାତ୍ରୀ (୭୧୭୩ ଛାତ୍ର, ୮୧୫୩ ଛାତ୍ରୀ)ପାସ୍ (୮୦.୧୯%) କରିଛନ୍ତି ।

ଯାଜପୁର ଜିଲ୍ଲାରେ ୧୦,୪୩୮ ଛାତ୍ରଛାତ୍ରୀ (୮୬୨୧ ଛାତ୍ର,୯୮୧୭ ଛାତ୍ରୀ) ପାସ୍ (୭୩.୬୩%) କରିଛନ୍ତି ।

ଅନୁଗୁଳ ଜିଲ୍ଲାରେ ୧୨,୧୨୨ ଛାତ୍ରଛାତ୍ରୀ (୫,୮୫୯ ଛାତ୍ର, ୬,୨୬୩ ଛାତ୍ରୀ) ପାସ୍ (୭୫.୨୩%) କରିଛନ୍ତି ।

ଢେଙ୍କାନାଳ ଜିଲ୍ଲାରେ ୧୨,୩୬୩ ଛାତ୍ରଛାତ୍ରୀ (୬୦୦୪ ଛାତ୍ର, ୬୩୫୯ ଛାତ୍ରୀ) ପାସ୍ (୭୫.୮୬%) କରିଛନ୍ତି ।

ପୁରୀ ଜିଲ୍ଲାରେ ୧୭,୯୪୭ ଛାତ୍ରଛାତ୍ରୀ (୮୫୯୭ ଛାତ୍ର, ୯୩୫୦ ଛାତ୍ରୀ) ପାସ୍ (୮୬.୮୨%) କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ୨୩,୩୨୬ ଛାତ୍ରଛାତ୍ରୀ (୧୧,୨୫୬ ଛାତ୍ର, ୧୨,୦୭୦ ଛାତ୍ରୀ) ପାସ୍ (୮୭.୨୯%) କରିଛନ୍ତି ।

ନୟାଗଡ଼ ଜିଲ୍ଲାରେ ୧୦,୮୩୫ ଛାତ୍ରଛାତ୍ରୀ (୫,୫୪୭ ଛାତ୍ର, ୫,୨୮୮ ଛାତ୍ରୀ) ପାସ୍ (୮୬.୬୩%) କରିଛନ୍ତି ।

ବାଲେଶ୍ୱର ଜିଲ୍ଲାରେ ୨୪,୯୭୭ ଛାତ୍ରଛାତ୍ରୀ (୧୨,୧୮୫ ଛାତ୍ର, ୧୨,୭୯୨ ଛାତ୍ରୀ) ପାସ୍ (୮୩.୯୭%) କରିଛନ୍ତି ।

ଭଦ୍ରକ ଜିଲ୍ଲାରେ ୧୬,୬୮୫ ଛାତ୍ରଛାତ୍ରୀ (୭,୭୩୫ ଛାତ୍ର, ୮,୯୫୦ ଛାତ୍ରୀ) ପାସ୍ (୭୫.୭୬%) କରିଛନ୍ତି ।

କେନ୍ଦୁଝରରେ ୧୬,୫୬୪ ଛାତ୍ରଛାତ୍ରୀ (୭,୪୪୯ ଛାତ୍ର, ୯,୧୧୫ ଛାତ୍ରୀ) ପାସ୍ (୭୬.୬୨%) କରିଛନ୍ତି ।

ମୟୁରଭଞ୍ଜ ଜିଲ୍ଲାରେ ୨୬,୬୧୬ ଛାତ୍ରଛାତ୍ରୀ (୧୧,୯୩୩ ଛାତ୍ର, ୧୪,୬୮୩ ଛାତ୍ରୀ) ପାସ୍ (୮୩.୭୮%) କରିଛନ୍ତି ।

ଗଜପତି ଜିଲ୍ଲାରେ ୫,୫୦୬ ଛାତ୍ରଛାତ୍ରୀ (୨୭୧୨ ଛାତ୍ର, ୨୭୯୪ ଛାତ୍ରୀ) ପାସ୍ (୭୫.୮୨%) କରିଛନ୍ତି ।

ଗଞ୍ଜାମ ଜିଲ୍ଲାରେ ୩୭,୪୭୭ ଛାତ୍ରଛାତ୍ରୀ (୧୮,୧୦୯ ଛାତ୍ର, ୧୯,୩୬୮ ଛାତ୍ରୀ) ପାସ୍ (୮୨%) କରିଛନ୍ତି ।

ବୌଦ୍ଧ ଜିଲ୍ଲାରେ ୪,୩୬୮ ଛାତ୍ରଛାତ୍ରୀ (୧୮୬୩ ଛାତ୍ର, ୨୫୦୫ ଛାତ୍ରୀ) ପାସ୍ (୭୮.୪୮%) କରିଛନ୍ତି ।

କନ୍ଧମାଳ ଜିଲ୍ଲାରେ ୭,୮୪୭ ଛାତ୍ରଛାତ୍ରୀ (୩୩୩୦ ଛାତ୍ର, ୪୫୧୭ ଛାତ୍ରୀ) ପାସ୍ (୮୬.୩୨%) କରିଛନ୍ତି ।

କଳାହାଣ୍ଡି ଜିଲ୍ଲାରେ ୧୩,୩୬୪ ଛାତ୍ରଛାତ୍ରୀ (୬୫୭୦ ଛାତ୍ର, ୬୭୯୪ ଛାତ୍ରୀ) ପାସ୍ (୭୦.୩୧%) କରିଛନ୍ତି ।

ନୂଆପଡ଼ା ଜିଲ୍ଲାରେ ୫,୫୬୨ ଛାତ୍ରଛାତ୍ରୀ (୨,୬୩୮ ଛାତ୍ର, ୨,୯୨୪ ଛାତ୍ରୀ) ପାସ୍ (୬୦.୧୮%) କରିଛନ୍ତି ।

ବରଗଡ଼ ଜିଲ୍ଲାରେ ୧୪,୩୭୨ ଛାତ୍ରଛାତ୍ରୀ (୬,୩୬୫ ଛାତ୍ର, ୮୦୦୭ ଛାତ୍ରୀ) ପାସ୍ (୮୯.୩୭%) କରିଛନ୍ତି ।

ସମ୍ବଲପୁର ଜିଲ୍ଲାରେ ୮,୭୯୩ ଛାତ୍ରଛାତ୍ରୀ (୩,୯୫୦ ଛାତ୍ର, ୪,୮୪୩ ଛାତ୍ରୀ) ପାସ୍ (୮୦.୪୭%) କରିଛନ୍ତି ।

ଦେବଗଡ଼ ଜିଲ୍ଲାରେ ୩,୫୨୪ ଛାତ୍ରଛାତ୍ରୀ (୧୮୦୨ ଛାତ୍ର, ୧୭୨୨ ଛାତ୍ରୀ) ପାସ୍ (୮୦.୨୨%) କରିଛନ୍ତି ।

ଝାରସୁଗୁଡ଼ା ଜିଲ୍ଲାରେ ୪,୯୪୩ ଛାତ୍ରଛାତ୍ରୀ (୨୧୬୬ ଛାତ୍ର, ୨୭୭୭ ଛାତ୍ରୀ ) ପାସ୍ (୭୭.୨୦%) କରିଛନ୍ତି ।

ବଲାଙ୍ଗୀର ଜିଲ୍ଲାରେ ୧୬,୩୬୭ ଛାତ୍ରଛାତ୍ରୀ (୭,୫୭୨ ଛାତ୍ର, ୮,୭୯୫ ଛାତ୍ରୀ) ପାସ୍ (୭୨.୫୬%) କରିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାରେ ୫,୯୦୬ ଛାତ୍ରଛାତ୍ରୀ (୨,୭୨୫ ଛାତ୍ର, ୩,୧୮୧ ଛାତ୍ରୀ) ପାସ୍ (୭୩.୬୨%) କରିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ୧୯,୮୧୫ ଛାତ୍ରଛାତ୍ରୀ (୮,୬୭୫ ଛାତ୍ର, ୧୧,୧୪୦ ଛାତ୍ରୀ) ପାସ୍ (୮୫.୫୫%) କରିଛନ୍ତି ।

କୋରାପୁଟ ଜିଲ୍ଲାରେ ୯,୦୪୪ ଛାତ୍ରଛାତ୍ରୀ (୪,୪୯୮ ଛାତ୍ର, ୪,୫୪୬ ଛାତ୍ରୀ) ପାସ୍ (୭୧.୭୪%) କରିଛନ୍ତି ।

ମାଲକାନଗିରି ଜିଲ୍ଲାରେ ୩,୯୦୯ ଛାତ୍ରଛାତ୍ରୀ (୨୦୧୦ ଛାତ୍ର, ୧୮୯୯ ଛାତ୍ରୀ) ପାସ୍ (୭୭.୭୦%) କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ୯,୬୯୯ ଛାତ୍ରଛାତ୍ରୀ (୪,୮୩୯ ଛାତ୍ର, ୪,୮୬୦ ଛାତ୍ରୀ) ପାସ୍ (୭୭.୨୧ %) କରିଛନ୍ତି ।

ରାୟଗଡ଼ା ଜିଲ୍ଲାରେ ୭,୦୫୭ ଛାତ୍ରଛାତ୍ରୀ (୩,୪୩୪ ଛାତ୍ର, ୩,୬୨୩ ଛାତ୍ରୀ) ପାସ୍ (୬୯.୬୦ %) କରିଛନ୍ତି ।

ରାଜ୍ୟରେ ମୋଟ ୪୦,୭୮,୬୮ ଛାତ୍ରଛାତ୍ରୀ (୧୯,୨୫,୦୧ ଛାତ୍ର, ୨୧,୫୩,୬୭ ଛାତ୍ରୀ) ପାସ୍ କରିଛନ୍ତି ।

ଲୋକାଲ ୱାୟାର

Filed Under: Education, Odia, ଶିକ୍ଷା Tagged With: ଓଡିଶା, ଶିକ୍ଷା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire