ସମ୍ବଲପୁର, ଡିସେମ୍ବର ୨୩ (ଲୋକାଲ ୱାୟାର): ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏକାଡେମିକ୍ କନସଲଟାଣ୍ଟ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରାୟ ଅଧିକାଂଶ ବିଭାଗରେ ଏହି ପଦବୀ ଖାଲି ରହିଥିବା ସୂଚନା ଦିଆଯାଇଛି ।
ପଦବୀ ପାଇଁ ଆଗ୍ରହୀ ପ୍ରାର୍ଥୀ ସ୍ନାତକରେ ଅନ୍ୟୂନ ୫୫ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ ।
ଏହାବ୍ୟତୀତ କମ୍ପ୍ୟୁଟର ଶିକ୍ଷା ବିଷୟରେ ଜ୍ଞାନ ରହିଥିବା ନିହାତି ଜରୁରୀ ।
ବିଜ୍ଞପ୍ତି ସମ୍ବନ୍ଧିତ ଅଧିକ ବିବରଣୀ ପାଇଁ www.osou.ac.inରେ କ୍ଲିକ କରନ୍ତୁ ।
ଲୋକାଲ ୱାୟାର୍
Leave a Reply