ଭୁବନେଶ୍ୱର, ଅକ୍ଟୋବର ୨୨(ଲୋକାଲ ୱାୟାର): ଭୁବନେଶ୍ୱରରେ ଗୁରୁବାର ୨୦୧ କରୋନା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୨ ଜଣ ସୁସ୍ଥ ହୋଇଥିବା ବିଏମସି କହିଛି ।
ଏ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୨୮ ହଜାର ୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨୫ ହଜାର ୫୩୨ ଜଣ ।
୧୪୬ ଜଣଙ୍କ ମୃତ୍ଯୁ ହୋଇଛି ଏବଂ ୨୫୯୧ ଜଣ ଆକ୍ଟିଭ୍ ରୋଗୀ ଅଛନ୍ତି ।
ଗୁରୁବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୬୪ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ।
ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ୧୩୭ ଜଣଙ୍କ ମଧ୍ୟରେ ବଡ଼ଗଡ଼ରୁ ୧୦ ଜଣ, ବିଜେବି ନଗରରୁ ୬ଜଣ, ନୟାପଲ୍ଲୀରୁ ୮ଜଣ, ପଟିଆରୁ ୮ଜଣ, ସହିଦନଗରରୁ ୬ଜଣ, ରସୁଲଗଡ଼ରୁ ୬ ଜଣ ସଂକ୍ରମିତ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply