ଭୁବନେଶ୍ୱର, ଡିସେମ୍ବର ୨୬(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ୨୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବିଏମସି କହିଛି ।
ଶନିବାର ରାଜଧାନୀରେ ପୁଣି ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ସୁସ୍ଥ ହୋଇଛନ୍ତି ।
ନୂଆ ଆକ୍ରାନଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ୧୭ ଜଣ ସ୍ଥାନୀୟ ସଂକ୍ରମିତ ।
ଭୁବନେଶ୍ୱରରେ ମୋଟ ୩୧ ହଜାର ୫୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ହଜାର ୯୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏବେ ୩୨୭ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।
ଲୋକାଲ ୱାୟାର
Leave a Reply