କେନ୍ଦ୍ରାପଡ଼ା, ଅକ୍ଟୋବର ୮(ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଉପାନ୍ତ ଅଞ୍ଚଳର ଲୋକମାନଙ୍କ ପାଇଁ ଗୁରୁବାର ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇଛି ।
ରୋଗୀମାନଙ୍କୁ ଜରୁରି କାଳୀନ ସେବା ଯୋଗାଇ ଦେବାକୁ ୪୬ ଲକ୍ଷ ଟଙ୍କା ବ୍ୟୟରେ ଏକ ସ୍ପିଡ୍ ବୋଟର ବ୍ୟବସ୍ଥା କରାଯାଇଛି ।
ରାଜନଗର ବିଧାୟକ ଧ୍ରୁବ ସାହୁ ଏକ କାର୍ଯ୍ୟକ୍ରମରେ ବୋଟ୍ ଆମ୍ୱୁଲାନ୍ସକୁ ଉଦଘାଟନ କରିଥିଲେ ।
ଲୋକାଲ ୱାୟାର
Leave a Reply