ଭୁବନେଶ୍ୱର, ଅଗଷ୍ଟ ୧୩(ଲୋକାଲ ୱାୟାର): ଚଳିତ ବର୍ଷ ରାଜ୍ୟ ଭିତରେ ୨୧ଟି ସହର ଓ ରାଜ୍ୟ ବାହାରେ ୩ଟି ସହରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଓଜେଇଇ ହେବ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ୍ କୁମାର ଚାନ୍ଦ ଗୁରୁବାର କହିଛନ୍ତି ।
ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ଜୟପୁର, ଝାରସୁଗୁଡ଼ା, ଫୁଲବାଣୀ, କେନ୍ଦୁଝର, ନୟାଗଡ଼, ରାୟଗଡ଼ା, ରାଉରକେଲା ଓ ସମ୍ବଲପୁର ସହରରେ ପରୀକ୍ଷା ଦେଇପାରିବେ ।ରାଜ୍ୟ ବାହାରେ ରାଞ୍ଚି, ପାଟନା ଓ କୋଲକତାରେ ମଧ୍ୟ କେନ୍ଦ୍ର ହେବ ।
ଲୋକାଲ ୱାୟାର
Leave a Reply