ଭୁବନେଶ୍ୱର, ଅଗଷ୍ଟ ୨୦(ଲୋକାଲ ୱାୟାର): ରାଜ୍ୟ ପୁଲିସରେ ୮ ଜଣ ଅତିରିକ୍ତ ଏସପିଙ୍କ ପଦୋନ୍ନତି ହୋଇଥିବା ନେଇ ଗୁରୁବାର ଗୃହ ବିଭାଗରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି ।
ପଦୋନ୍ନତି ବୋର୍ଡର ସୁପାରିସ କ୍ରମେ ହରେକୃଷ୍ଣ ବେହେରା, ପ୍ରତାପ କୁମାର ସ୍ୱାଇଁ, ନାରାୟଣ ପଣ୍ଡା, ନାରାୟଣ ମହାନ୍ତି, ଅମରେନ୍ଦ୍ର ରଣା, ଯଶୋବନ୍ତ ସେନାପତି, ପ୍ରଦୀପ କୁମାର ଦାସ ଓ ମନୋଜ କୁମାର ମହନ୍ତଙ୍କୁ ପଦୋନ୍ନତି ଦିଆଯାଇଛି ।
ଲୋକାଲ ୱାୟାର
Leave a Reply