ଭୁବନେଶ୍ୱର, ଏପ୍ରିଲ ୧୯(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ କରୋନା ନମୁନାର ରାପିଡ ଟେଷ୍ଟ ପାଇଁ ନିଷ୍ପତ୍ତି ହେବା ପରେ ୩ ଦିନରେ ୨୫ଶହ ନମୁନା ଟେଷ୍ଟ ହୋଇଥିବା ରବିବାର ସନ୍ଧ୍ୟାରେ ସରକାର କହିଛନ୍ତି ।
ରାପିଡ ଟେଷ୍ଟରେ ଗତକାଲି ୮୩୮ ନମୁନା ପରୀକ୍ଷା ହୋଇଥିବା ବେଳେ ରବିବାର ୧୨୦୯ଟି ନମୁନାର ପରୀକ୍ଷା ହୋଇଛି ।
ସକାଳେ ଓ ସନ୍ଧ୍ୟା ଦୁଇ ଓଳି ନମୁନା ପରୀକ୍ଷା କରାଯାଉଛି । ଆଜି ୧୧ଟି କେନ୍ଦ୍ରରେ ନମୁନା ସଂଗ୍ରହ କରାଯାଇଥିଲା ।
ଲୋକାଲ ୱାୟାର
Leave a Reply