ଭୁବନେଶ୍ୱର, ଫେବ୍ରୁଆରୀ ୧୦(ଲୋକାଲ ୱାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ‘ସଜ ତୁଳସୀ’ ଓ ‘ଅସଜଡ଼ା ପାଖୁଡ଼ା’ ନାମକ ଦୁଇଟି କବିତା ସଙ୍କଳନ ଲୋକାର୍ପଣ କରିଛନ୍ତି ।
ଏହି ଦୁଇଟି ସଙ୍କଳନ ରଚନା କରିଛନ୍ତି ସହକାରୀ ଆୟକର ଦୁର୍ଗାପ୍ରସାଦ ମହାପାତ୍ର ।
ଏଥିସହ ମୁଖ୍ୟମନ୍ତ୍ରୀ ଅଧ୍ୟାପିକା ଇପ୍ସିତା ଷଡ଼ଙ୍ଗୀଙ୍କ ଦ୍ୱାରା ଓଡିଆରେ ଅନୁବାଦିତ ତଥା ଅନନ୍ତିନୀ ଝୁମ୍ପା ମିଶ୍ରଙ୍କ ମୂଳ ଇଂରାଜୀ ରଚନା “ମ୍ୟାନ ହଟ୍ଟନରୁ ମୁନ୍ନାର’ ଉପନ୍ୟାସଟିକୁ ମଧ୍ୟ ଲୋକାର୍ପଣ କରିଥିଲେ ।
ଲୋକାଲ ୱାୟାର
Leave a Reply