ଭୁବନେଶ୍ୱର, ମାର୍ଚ୍ଚ ୨୯ (ଲୋକାଲ ୱାୟାର): କର କ୍ଲିନିକ୍କୁ ସାନିଟାଇଜ କରାଯାଇ ଥିବାରୁ ଏବେ ଡାଏଲିସିସ୍ ଭଳି ଜରୁରୀକାଳୀନ ଚିକିତ୍ସା ଜାରି ରଖିବା ପାଇଁ କ୍ଲିନିକ୍ କୁ ସରକାର ରବିବାର ନିର୍ଦ୍ଦେଶ ଦେଇଛନ୍ତି।
ସ୍ବାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ଏହି ସୂଚନା ଦେଇଛି ।
ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର କ୍ଲିନିକର କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଏହାସହ ଡ଼ି.ଏଚ୍.ଏସର ଗାଇଡ଼ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଲୋକାଲ ୱାୟାର
Leave a Reply