କଟକ, ଡିସେମ୍ବର ୩ (ଲୋକାଲ ୱାୟାର): ଭାରତୀୟ ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜିକରଣ ପ୍ରତିବାଦରେ ନିଆଳିରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବର୍ଗର ଶତାଧିକ ଲୋକ ଏହି ବିକ୍ଷୋଭରେ ସାମିଲ ହୋଇଥିବାବେଳେ ସୁପରିଚିତ ଜୈବଚାଷୀ ନଟବରଜୀ ଏଥିରେ ଉଦବୋଧନ ଦେଇଥିଲେ।
କେନ୍ଦ୍ର ସରକାର ଦେଶ ଭିତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଏଭଳି ଆଇନ କରିଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ।
ଲୋକାଲ ୱାୟାର
Leave a Reply