ଭୁବନେଶ୍ୱର, ଅଗଷ୍ଟ ୧୩(ଲୋକାଲ ୱାୟାର): ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀଙ୍କୁ ରାଜ୍ୟ ସରକାର ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତି ଦେଇଥିବା ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୂଚନା କମିଶନ ସଦସ୍ୟ ଚୟନ ବୈଠକ ପରେ କୁହାଯାଇଛି ।
ଶ୍ରୀ ବିଶୋୟୀ ବିଗତ ୪ ଦଶନ୍ଧି ଧରି ସାମ୍ବାଦିକତା ପେସା ସହ ଜଡ଼ିତ ରହି ବିଭିନ୍ନ ଛାପା ଗଣମାଧ୍ୟମ ଓ ବୈଦ୍ଯୁତିକ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି ।
ଲୋକାଲ ୱାୟାର
Leave a Reply