ଝାରସୁଗୁଡା, ଜାନୁଆରୀ ୧୮ (ଲୋକାଲ ୱାୟାର): ଜିଲ୍ଲା ସ୍ୱାସ୍ଥ୍ୟ ସେବା ସମିତିରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି ।
ସମୁଦାୟ ୪୨ଟି ମେଡିକାଲ୍ ଅଫିସର୍, ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ଓ ଡାଟା ଏଣ୍ଟ୍ରି ଅପରେଟର୍ ପଦବୀ ଖାଲି ରହିଥିବା ଏଥିରେ କୁହାଯାଇଛି ।
ଏହି ପଦବୀ ପାଇଁ ଆସନ୍ତା ୬ ତାରିଖ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ସାକ୍ଷାତକାର ହେବ।
ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ www.jharsuguda.nic.inରୁ ସବିଶେଷ ବିବରଣୀ ପାଇପାରିବେ ।
ଲୋକାଲ ୱାୟାର
Leave a Reply