ଭଦ୍ରକ, ଏପ୍ରିଲ ୫ (ଲୋକାଲ ୱାୟାର) : ଭଦ୍ରକରେ ସଟ୍ ଡାଉନ୍ ନିୟମ ଉଲଂଘନ କରିଥିବା ୧୭ ଜଣଙ୍କୁ ଇନ୍ଷ୍ଟିଚ୍ୟୁସ୍ନାଲ୍ କ୍ୱାରେଣ୍ଟାଇନ୍କୁ ପଠାଇ ଦିଆଯାଇଛି ବୋଲି ଭଦ୍ରକ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ଭଦ୍ରକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ୪୮ ଘଣ୍ଟା ସଟ୍ ଡାଉନ୍ ଘୋଷଣା କରିଥିଲେ । ଆଜି ରାତି ୮ଟା ପର୍ଯ୍ୟନ୍ତ ଏହା ଜାରି ରହିବ ।
17 persons of #Bhadrak, who violated #Shutdown restrictions, have been kept in Institutional #Quarantine for a period of 14 days. pic.twitter.com/9zWOzgY3eL
— GYANA DAS (@gyana_r_das) April 5, 2020
ହେଲେ ଏହି ସମୟରେ କଟକଣା ଭାଙ୍ଗିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ ।
ଲୋକାଲ ୱାୟାର
Leave a Reply