• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Business

Patra new CMD of NALCO

December 17, 2019 By LocalWire Leave a Comment

Bhubaneswar, Dec 17 (LicalWire): Sridhar Patra has been appointed as the Chairman-cum-Managing Director (CMD) of NALCO, official sources said here.

Patra, who was Director (Finance), has been appointed as the CMD till the date of his superannuation on October 31, 2024, they said.

He took over the responsibility upon superannuation of Tapan Kumar Chand.

Patra was with Tehri Hydro Development Corporation Limited (THDC) as the Director (Finance).

He comes with a rich experience of over 30 years covering various Public Sector Undertakings like Odisha Mining Corporation Ltd., Indian Rare Earths Ltd. and Mangalore Refinery & Petrochemicals Ltd (a subsidiary of ONGC Ltd.).

LocalWire

Filed Under: Business, English Tagged With: Business, Odisha

Odisha tops in startup initiative in the country

December 13, 2019 By LocalWire Leave a Comment

Bhubaneswar, Dec 13 (LocalWire): Odisha has emerged as the top performer in countrywide startup ranking, senior officials today claimed.

The state figures on the top of the list of startup performing states as per the latest findings by the Department for Promotion of Industry and International Trade of the Union government.

The rate of startups has had a substantial growth of 84% in the state during 2017-18 while there was 62% growth in the national level.

The government departments have been directed to augment the startup ecosystem in the state by filling up critical gaps through convergence so as to attract private venture capitals for Odisha startups.

The government will create a quality venture fund and would accelerate growth by providing easy access to the fund by Odisha startups, senior officials said.

Odisha Startup Policy has set the target to launch 1000 new startups by March, 2021. The government has decided to set up a Rs 100 crore-startup fund to boost the startup ecosystem, said industry secretary, Hemant Sharma.

500 startups have been registered in the state of which 150 are monitored and managed by women.

Presently, 13 incubator centres are operating in Odisha including Indian Institute of Technology Bhubaneswar, National Institute of Science and Technology, National Institute of Information Technology, KIIT University and Rabi Sankar University, Sharma added.

LocalWire

Filed Under: Business, English Tagged With: Happenings, Odisha

ଉଦଘାଟିତ ହେଲା ପ୍ରଥମ ‘ମିଶନ ଶକ୍ତି’ ମେଳା, ଭାଗ ନେଇଛନ୍ତି ୨୫୧ ଏସଏଚଜି

December 6, 2019 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବାର ୬ (ଲୋକାଲ ୱାୟାର): ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଗୁରୁବାର ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ମିଶନ ଶକ୍ତି ମେଳାକୁ ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉଦଘାଟନ କରିଛନ୍ତି ।

ଏହି ମେଳାରେ ୩୦ଟି ଜିଲ୍ଲାର ୨୫୧ ଗୋଟି ଏସଏଚଜି ଏବଂ ଉତ୍ପାଦକ ଗୋଷ୍ଠୀର ୫୦୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଛନ୍ତି । ୨୦୦ରୁ ଅଧିକ ଦ୍ରବ୍ୟ ପ୍ରଦର୍ଶନ ଏବଂ ବିକ୍ରି ହେଉଛି ।

୨୧୩ଟି ଷ୍ଟଲରେ ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ଦ୍ରବ୍ୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ବିକ୍ରି ହେଉଛି ।

ମନ୍ତ୍ରୀ ଶ୍ରୀମତି ସାହୁ କାର୍ଯ୍ୟକ୍ରମରେ ‘ମିଶନ ଶକ୍ତି ମୋବାଇଲ୍ ଆପ୍’ ଉନ୍ମୋଚିତ କରିଛନ୍ତି । ଏହି ଆପକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରି ଘରେ ବସି ମିଶନ ଶକ୍ତି ମେଳାରେ ବିଭିନ୍ନ ଷ୍ଟଲ୍ ଯେ କେହି ଦେଖିପାରିବ ।

ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ । ପୂର୍ବାହ୍ନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ ।

କାର୍ଯ୍ୟକ୍ରମରେ ମିଶନ ଶକ୍ତି କମିଶନର ତଥା ନିର୍ଦ୍ଦେଶକ ସୁଜାତା ଆର୍. କାର୍ତ୍ତିକେୟନ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ମିଶନ ଶକ୍ତି ଉପଦେଷ୍ଟା ଡା. ଲୋପାମୁଦ୍ରା ବକ୍ସିପାତ୍ର, ଉନ୍ନୟନ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜାତୀୟ ଗ୍ରାମାଞ୍ଚଳ ଜୀବିକା ମିଶନର ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Business, Odia, ବ୍ୟବସାୟ Tagged With: Business, ଓଡିଶା, ବ୍ୟବସାୟ, ଭୁବନେଶ୍ୱର

ଚଢଉ ପରେ ରାଜ୍ୟରେ ସୁନା ଗହଣା ବଜାର ମାନ୍ଦା

December 5, 2019 By Prabeen Sahoo Leave a Comment

କଟକ,ଡିସେମ୍ବର ୫ (ଲୋକାଲ ୱାୟାର): ଦେଶରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଓ ନିକଟରେ ରାଜ୍ୟର ବିଭିନ୍ନ ସୁନା ଦେକାନ ଉପରେ ମାପ ଓ ଓଜନ ବିଭାଗର ଚଢଉ ଯୋଗୁଁ ସେମାନଙ୍କ ଜୁଏଲାରୀ ଦୋକାନ ପ୍ରଭାବିତ ହୋଇଥିବା କେତେକ ବ୍ୟବସାୟୀ କହିଛନ୍ତି।

ରାଜ୍ୟରେ ପ୍ରାୟ ୩ ହଜାରରୁ ଅଧିକ ଜୁଏଲାରୀ ପ୍ରତିଷ୍ଠାନ ରହିଛି।

ଏଗୁଡିକର ବ୍ୟବସାୟ ଗତବର୍ଷ ତୁଳନାରେ ୩୦ରୁ ୪୦ ପ୍ରତିଶତ ହ୍ରାସ ପାଇଥିବା ଓଡିଶା ଜୁଏଲାରୀ ଆସୋସିଏସନର ସଂପାଦକ ମହେଶ ବର୍ମା କହିଛନ୍ତି ।

୧୪,୧୮ ଓ ୨୨ କ୍ୟାରେଟ ର ସୁନା ଉପଲବ୍ଧ ହୋଇଥିବା ବେଳେ
ତାହା ବିଆଇଏସ ହଲ ମାର୍କ ଲାଗିଲା ପରେ ହିଁ ବିକ୍ରି କରାଯାଉଛି ।

ବିଆଇଏସ ହଲ ମାର୍କ ଲଗାଯିବା ନିମନ୍ତେ ସରକାରଙ୍କ ଲାଇସେନ୍ସପ୍ରାପ୍ତ ଲାବରୋଟାରୀ ମାନ ରହିଛି ।

ସେହିପରି ଗ୍ରାହକ ମାନେ ଯେଉଁ କ୍ୟାରେଟର ସୁନା କ୍ରୟ କରିବେ ସେହି କ୍ୟାରେଟର ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ ଦେୟ ଦେବେ ବୋଲି ବର୍ମା କହିଛନ୍ତି ।

ତେବେ ମାପ ଓ ଓଜନରେ ତ୍ରୁଟିକୁ ସେ ଅସ୍ବୀକାର କରିଛନ୍ତି ।

ବ୍ୟବସାୟ ବିଗତ ଜୁଲାଇ ମାସ ଠାରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ସୁନା ଦର ବୃଦ୍ଧି କାରଣରୁ ବ୍ୟବସାୟ କମିଥିବା ଓ ନିକଟରେ ହୋଇଥିବା ଚଢଉ ର ପ୍ରଭାବ ରହିଥିବା ଆଉ ଜଣେ ବ୍ୟବସାୟୀ କହିଛନ୍ତି ।

ଲୋକାଲ ୱାୟାର

Filed Under: Business, Odia, ବ୍ୟବସାୟ Tagged With: Business, ଓଡିଶା, ବ୍ୟବସାୟ

କଟକ ଛତ୍ରବଜାରରେ ପିଆଜ କିଲୋ ୧୨୫ ଟଙ୍କା

December 5, 2019 By Prabeen Sahoo Leave a Comment

କଟକ,ଡିସେମ୍ବର ୪ (ଲୋକାଲ ୱାୟାର):ରାଜ୍ୟର ବୃହତ ପରିବା ମଣ୍ଡି କଟକ ଛତ୍ରବଜାରରେ ବୁଧବାର ପିଆଜ ର ମୂଲ୍ୟ କେଜି ପ୍ରତି ୧୨୫ ଟଙ୍କାରେ ପହଞ୍ଚିଥିବା ବେଳେ ଖାଉଟି ସହରରେ ପିଆଜ କଳବଜାରୀ ହେଉଥିବା ଅଭିଯୋଗ କରିଛନ୍ତି।

ତେବେ ଛତ୍ରବଜାର ବ୍ୟବସାୟୀ ସଂଘର ସଭାପତି ଦେବେନ୍ଦ୍ର ନାଥ ସାହୁ କହିଛନ୍ତି ଯେ ପିଆଜର ବେଆଇନ ହୋଡିଂ ସମ୍ଭବ ନୁହେଁ।

ଦରବୃଦ୍ଧି ଯୋଗୁ ଛତ୍ରବଜାରରେ ପିଆଜର ଚାହିଦା ହ୍ରାସ ପାଇଛି । ଫଳରେ ପୂର୍ବରୁ ଏଠାକୁ ଦୈନିକ ପ୍ରାୟ ୭-୮ଟ୍ରକ ପିଆଜ ଆସୁଥିଲା ବେଳେ ଏବେ ମାତ୍ର ୨ ଟ୍ରକ ପିଆଜ ଆସିଥିବା ଜଣାପଡିଛି।

ବ୍ୟବସାୟୀଙ୍କ କହିବାନୁଯାୟୀ ଗୋଟିଏ ପିଆଜ ବସ୍ତା କିଣିବାକୁ ସେମାନଙ୍କୁ ୬ ହଜାର ଟଙ୍କା ପଡୁଛି। ଏଣୁ ଏତେ ପୁଞ୍ଜି ବିନିଯୋଗ କରିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇଛି ।

ଜିଲ୍ଲା ଯେଗାଣ ବିଭାଗ ପକ୍ଷରୁ କଟକ ସହରର ମୈତ୍ରୀ ଦୋକାନ ଗୁଡିକରେ ସୁଲଭ ମୂଲ୍ୟରେ ପିଆଜ ବିକ୍ରି କରାଯାଉଥିବା କୁହାଯାଉଥିବା ବେଳେ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାପଡିଛି।

ଲୋକାଲ ୱାୟାର

Filed Under: Business, Odia, ବ୍ୟବସାୟ Tagged With: Business, ଓଡିଶା, କଟକ, ବ୍ୟବସାୟ

ଫ୍ଲିପକାର୍ଟରେ ମିଳିବ ଓଡ଼ିଶାର ହସ୍ତଶିଳ୍ପ, ବୁଝାମଣା ସ୍ୱାକ୍ଷର ହେବ

November 30, 2019 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୩୦(ଲୋକାଲ ୱାୟାର): ଏଣିକି ଇ-କମର୍ସ ପ୍ଲାଟଫର୍ମ ଫ୍ଲିଫକାର୍ଟରେ ଓଡ଼ିଶାର ହସ୍ତଶିଳ୍ପ ମିଳିପାରିବ ବୋଲି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଜଣେ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ଓଡ଼ିଶାର ବୁଣାକାର ଓ ହସ୍ତଶିଳ୍ପୀ କାରିଗରଙ୍କୁ ଜାତୀୟ ତଥା ଆନ୍ତର୍ଜାତିକ ବଜାରର ସୁଯୋଗ ଦେବା ଲାଗି ଇ-କମର୍ସ ମଡେଲ ସୃଷ୍ଟି କରାଯାଉଛି । ଏଥିପାଇଁ ଇ-କମର୍ସ ପ୍ଲାଟଫର୍ମ ସହ ବୁଝାମଣା ହେବ ।

ଫ୍ଲିଫକାର୍ଟ ଗ୍ରୁପ୍ ଖାସ୍ ଏଥି ସକାଶେ ‘ଫ୍ଲିପକାର୍ଟ ସମର୍ଥ’ କାର୍ଯ୍ୟକାରୀ କରିବ ।
ଏହାରି ଜରିଆରେ ବୁଣାକାର ଓ ହସ୍ତଶିଳ୍ପ କାରିଗର ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ହଲମାର୍କ ଉତ୍ପାଦକୁ ଜାତୀୟ ବଜାରରେ ପ୍ରବେଶ କରାଇପାରିବେ ।

ଫ୍ଲିପକାର୍ଟ ସହାୟତାରେ ରାଜ୍ୟ ସରକାର କାରିଗରମାନଙ୍କୁ ଏଥିପାଇଁ ବିଶେଷ ଭାବେ ପ୍ରଶିକ୍ଷଣ ପ୍ରଦାନ କରିବେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।

ଲୋକାଲ ୱାୟାର

Filed Under: Business, Odia Tagged With: Business, Odisha

Government slashes AC Mo Bus fare by 38 per cent

November 29, 2019 By Sneha Santuka Leave a Comment

Bhubaneswar, November 29 (LocalWire) In a winter Bonanza for Mo Bus Travellers, the state government on Friday slashed the AC Mo bus fare by 38 per cent.

The new fares will be effective from 1st December 2019. They will be applicable till 31st January 2020, Capital Region Urban Transport (CRUT) General Manager Dipti Mahapatro said.

“Since there have been constant requests from commuters to lower the AC bus fares, we have come up with this winter promotional offer,” she said.

“With this reduction in ticket fares, we expect to retain regular travelers as well as attract new customers,” she added. The government has also reduced the prices of the monthly passes.

She also said that currently, AC bus fares are 60-140 per cent higher than non-AC bus fares. With the revised rates coming into effect from 1st December, the difference will be only about 30 per cent.

It has also been decided to rationalize the fare structure for both AC and non-AC buses into multiples of Rs. 5 as this will make it easier for the passengers and conductors while handling money, she said.

The change in fare structure will result in a decrease of fare for 41 per cent non-AC passengers and all the AC bus passengers.

Around 9 per cent non-AC, passengers will experience an increase of Rs. 1-2, while there will be no change for 50 per cent of non-AC passengers.

The monthly Bhubaneswar non-AC pass will cost Rs. 550 instead of Rs. 600. Bhubaneswar pass for AC buses will cost Rs. 750 instead of Rs. 900. Similarly, Magic Pass Non-AC and AC will now cost Rs. 1100 and Rs. 1500 instead of Rs. 1200 and Rs. 1800 respectively.

CRUT currently operates 200 Mo buses across 21 routes in the twin city Capital Region.

LocalWire

Filed Under: Bhubaneswar, Business, English, Government Tagged With: Government, Odisha

Women’s involvement in fishing sector on the rise

November 27, 2019 By Manoj Kar Leave a Comment

Bhubaneswar, Nov 27 (LocalWire): The fishing sector in Odisha is no more the preserve of men as women are steadily storming into their fiefdom.

It’s a refreshing trend of women empowerment as more and more women have taken the plunge into inland, freshwater and marine fisheries sector to augment their family income, said Bharat Bhusan Sahoo, a senior official in the state fisheries directorate.

Earlier, women faced cultural and social constraint in aquaculture production activities like composite carp culture, seed rearing and integrated fish farming.

But the scenario is slowly changing, Bindu Pillai, Director, Bhubaneswar-based Central Institute of Freshwater Aquaculture, said.

Though freshwater aquaculture is more profitable than agricultural activity, women rarely participated before, she said.

‘Our organization holds training camps every week to sensitize farmers on aquaculture and inland fisheries.

Before, only men participated but since the past few years, we have noticed a significant rise in women participants,’ she added.

‘We have taken up the drive to sensitize women from the fishermen community to get actively involved with their male counterparts to increase produce.

With women taking a keen interest, our exercise is paying dividends.

Women self groups have also taken up inland fishing in leased out ponds in several villages of Cuttack, Khurda and Puri districts.

It definitely augurs well for the overall growth of fisheries sector in the state,’ Pillai added.

‘Women were earlier mostly involved in fish vending and drying, prawn peeling, sorting, grading, fish packing and net making.

It’s reassuring to see that women are now getting actively involved in freshwater aquaculture activity.

There are several instances of women venturing into rivers, creeks and water inlets to catch fish.

This will provide a facelift to the fisheries economy in these villages,’ the fisheries directorate official Sahoo said.

As per conservative estimate done by the department, 2.5 lakh women are actively involved in inland, freshwater aquaculture and marine fishing sectors, he said.

Freshwater aquaculture if taken up scientifically under technical advice is a money-fetching source of livelihood.

Women must rub shoulders with their male counterparts and develop entrepreneurship for the success of aquaculture, observed Pillai.

Appropriate methods coupled with technology can draw rural women towards aquaculture practice in a sustainable way.

The Indian Council of Agriculture Research-CIFA has implemented several projects successfully which have helped women beneficiaries over the years, she said.

Indian major carp spawn were reared by tribal women in their backyards and kitchen ponds in four villages of Keonjhar district. CIFA supported the tribal women with the required support.

They took up freshwater aquaculture projects seriously and their hardwork paid dividends leading to substantial rise in their income, she said.

11 villages around the institute were taken up under Institute Village Linkage Programme (IVLP) for common carp breeding.

Mostly women were involved in it and IVLP turned out to be successful.

Similarly, integrated freshwater aquaculture with women at the forefront was promoted in several villages of Mayurbhanj and Sambalpur districts for economic and livelihood development.

The average fish yield in adopted ponds increased four folds, added the official.

LocalWire

Filed Under: Business, English Tagged With: Business, Odisha

Manufacturers showcase waste handling machinery

November 24, 2019 By Manoj Kar Leave a Comment

Bhubaneswar, November 24 (LocalWire) At least 21 manufacturers on Sunday showcased here their waste handling machinery at a day-long exhibition organised by the local civic authority to help officials address the rising waste concern.

They displayed organic waste shredders with conveyor belt, compost sieving machine, napkin incinerator, baling unit, and battery-operated vehicles that can be used in narrow lanes and streets for short-distance transportation.

The aim was to help the urban local bodies to decide and procure the machine suitable for them and talk with the manufacturers, Housing and Urban Development Department Principal secretary G. Mathivathanan said terming the event as first of its kind in the state.

Visitors and officials of different urban bodies were seen examining the machinery and equipment at the expo organised by the Bhubaneswar Municipal Corporation (BMC) at the State Urban Development Agency (SUDA) campus.

LocalWire

Filed Under: Bhubaneswar, Business, English, Health Tagged With: Bhubaneswar, Waste

Lights off? Corrupt discom officials to face action

November 22, 2019 By LocalWire Leave a Comment

Bhubaneswar, Nov 22 (Localwire): A sting operation by a private TV channel showing Discom officials negotiating with inverter company personnel to schedule power cuts has prompted the energy department to initiate action against them.

The purported sting operation showed Discom officials colluding with companies for the sale of inverters by scheduling power cuts.

Reacting to the corrupt practices shown in the sting operation, the energy secretary, Bishnupada Sethi, directed the Chief Executive Officer, CESU to identify the unscrupulous officials (as shown in the sting operation) and place them under suspension.

Such actions of these officials are criminal in nature, Sethi’s letter to CESU chief executive said while calling for the filing of police complaint against such officials.

LocalWire

Filed Under: Bhubaneswar, Business, English Tagged With: Happenings, Odisha

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Interim pages omitted …
  • Go to page 21
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire