• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Education

KIIT gets award for post-COVID rehabilitation

September 17, 2020 By Sneha Santuka Leave a Comment

Bhubaneswar, Sept 17 (LocalWire): Kalinga Institute of Industrial Technology (KIIT) Deemed to be University has been awarded with the Utkrisht Sansthan Vishwakarma Award-2020 by the All India Council for Technical Education (AICTE) for its post-COVID-19 redevelopment/rehabilitation plan.

The AICTE had organized the competition “AICTE-Vishwakarma Awards-2020”, to motivate students and AICTE-approved institutes to raise their performance in their specific domains.

The award was presented in 13 different categories. KIIT is the only organization in India to receive the award in the above category.

The award recognizes the social work done by the KIIT-DU during the COVID-19 pandemic.

LocalWire

Filed Under: Education, English Tagged With: Corona, Education, Odisha

Khallikote University to conduct final semester exams offline

September 16, 2020 By Hrusikesh Mohanty Leave a Comment

Berhampur, Sept 21 (LocalWire): Khallikote University will conduct the final semester examinations of all its undergraduate and post-graduate students from Sept 20-29, in off-line mode.

“Around 1600 students of its four constituent colleges are likely to appear for the examination.

After consulting with the principals and students of the constituent colleges of the university, we have decided to conduct the final semester examination of all UG and PG in pen and paper mode,” said Vice-Chancellor A N Mishra.

Sashi Bhusan Rath Women’s College, Binayak Acharya College, Berhampur Science College, Chhatrapur and Gopalpur College, Gopalpur are the constituent colleges of the university.

The semester examinations would be held as per the guidelines of the University Grants Commission (UGC), he said.

The state government has allowed the universities to conduct the final semester examinations as per the convenience of the universities.

While the college authorities have expressed their inability to conduct the examinations online in the wake of the pandemic situation, several students too do not have smartphones and are not familiar with handling gadgets like laptops, said the controller of examinations of Khallikote University PM Nanda.

LocalWire

Filed Under: Education, English Tagged With: Berhampur, Odisha

UG, PG and B.Ed exams in BJB Autonomous College from Sept 21

September 15, 2020 By LocalWire Leave a Comment

Bhubaneswar, Sep 15 (LocalWire): The UG, PG and B.Ed online exams of the final year students of Buxi Jagabandhu Bidyadhar (BJB) Autonomous College were announced on Tuesday.

The examinations will begin on September 21 and end on October 5.

It will be an online exam comprising of multiple-choice questions of 2 marks each. The duration of the exam will be one hour, while there is no negative marking in the test.

The exam schedule will be published on the university’s website on Sept 17.

Students having doubts or confusion about the exam details can email the college authorities up to Sept 18.

LocalWire

Filed Under: Education, English Tagged With: Education, Odisha

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ୨୧ରୁ ୟୁଜି, ପିଜି ଓ ବିଏଡ୍ ପରୀକ୍ଷା

September 15, 2020 By LocalWire Leave a Comment

ଭୁବନେଶ୍ୱର, ସେପ୍ଟେମ୍ବର ୧୫ (ଲୋକାଲ ୱାୟାର) : ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟର ଶେଷ ବର୍ଷ ୟୁଜି, ପିଜି ଓ ବିଏଡର ଅନ୍‌ଲାଇନ୍ ପରୀକ୍ଷା ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେପ୍ଟେମ୍ବର ୨୧ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖରେ ଶେଷ ହେବ ।

୧ ଘଣ୍ଟା ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ମଲ୍ଟିପୁଲ ଚଏସ୍‌ରେ ଏହି ପରୀକ୍ଷା ଅନ୍‌ଲାଇନ୍‌ରେ କରାଯିବ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଇଁ ଦୁଇ ମାର୍କ ରହିଛି । ତେବେ ଏଥିରେ ନେଗେଟିଭ୍ ମାର୍କ ନାହିଁ ।

ପରୀକ୍ଷା କାର୍ଯ୍ୟସୂଚୀ ୧୭ ତାରିଖରେ ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ରେ ପ୍ରକାଶ ପାଇବ ।

ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ଥିଲେ ୧୮ ତାରିଖ ସୁଦ୍ଧା କଲେଜ କର୍ତ୍ତୃପକ୍ଷଙ୍କୁ ମେଲ୍ କରି ଜଣାଇ ପାରିବେ ।

ଲୋକାଲ ୱାୟାର

Filed Under: Education, Odia, ଶିକ୍ଷା Tagged With: Education, S, ଓଡିଶା, ଶିକ୍ଷା

ଆଜି ନିଟ୍: ୮୩ଟି କେନ୍ଦ୍ରରେ ୩୭ ହଜାର ୪୫୯ ପରୀକ୍ଷାର୍ଥୀ

September 13, 2020 By LocalWire Leave a Comment

ଭୁବନେଶ୍ୱର, ସେପ୍ଟେମ୍ବର ୧୩(ଲୋକାଲ ୱାୟାର): ଆଜି (ରବିବାର) ରାଜ୍ୟର ୮୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଦେବେ ବୋଲି ନିଟ୍ ରାଜ୍ୟ ସଂଯୋଜିକା ପଲ୍ଲି ପଟ୍ଟନାୟକ କହିଛନ୍ତି ।

ନିୟମ ଅନୁସାରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ମଧ୍ୟାହ୍ନ ୧୨ଟାରୁ ଦିନ ୧ଟା ୩୦ ମଧ୍ୟରେ ରିପୋର୍ଟିଂ କରିବାକୁ ପଡ଼ିବ ।

ଅପରାହ୍ଣ ୨ଟା ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । କରୋନା ଲକ୍ଷଣ ଥିବା ଛାତ୍ରଛାତ୍ରୀମାନେ ଆଇସୋଲେସନ କୋଠରୀରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି ।

ସେହି କୋଠରୀରେ ପରୀକ୍ଷକ ପିପିଇ କିଟ୍ ପିନ୍ଧି ରହିବେ । ତେବେ କୋଭିଡ ପଜିଟିଭ୍ ଭାବେ ଚିହ୍ନଟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଛି ।

ରାଜ୍ୟର ଭୁବନେଶ୍ୱର, ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଏବଂ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ହୋଇଛି । ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ନିଟ୍ ପରୀକ୍ଷାର୍ଥୀଙ୍କ ଯାତାୟାତ ପାଇଁ ରେଳବାଇ ପକ୍ଷରୁ ୪ଟି ଟ୍ରେନ ଚଳାଚଳ କରାଯାଇଛି ।

ସୂଚନାଯୋଗ୍ୟ, ଦେଶରେ ମୋଟ ୩୮୪୨ଟି କେନ୍ଦ୍ରରେ ୧୫ ଲକ୍ଷ ୯୭ ହଜାର ୪୩୩ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେଉଛନ୍ତି ।

ଲୋକାଲ ୱାୟାର

Filed Under: Education, Odia, ଶିକ୍ଷା Tagged With: Education, ଓଡିଶା, ଶିକ୍ଷା

Metric supplementary examinations to begin on Sept 14

September 11, 2020 By LocalWire Leave a Comment

Bhubaneswar, Sep 11 (LocalWire): Matriculation and open school supplementary examinations will be held from September 14 to 24, School and Mass Education Minister Sameer Ranjan Das informed today.

While 22,649 students will appear for the matric supplementary examination, 12,939 students will appear for the open school supplementary examinations.

153 centers have been set up for matric supplementary exams and 88 centers for open school supplementary exams.

A total of 20 assessment centers have been set up for both the supplementary exams.

Rules and restrictions to curb the spread of COVID-19 shall be strictly enforced, officials said.

LocalWire

Filed Under: Education, English Tagged With: Education, Odisha

ଆସନ୍ତା ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା

September 11, 2020 By LocalWire Leave a Comment

ଭୁବନେଶ୍ୱର, ସେପ୍ଟେମ୍ବର ୧୧ (ଲୋକାଲ ୱାୟାର) : ସେପ୍ଟେମ୍ବର ୧୪ ତାରିଖରୁ ୨୪ ତାରିଖ ଯାଏ ମାଟ୍ରିକ ଓ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରି ପରୀକ୍ଷା ଚାଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶୁକ୍ରବାର ସୂଚନା ଦେଇଛନ୍ତି।

ଏଥିର ୨୨, ୬୪୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଦେବାକୁ ଯାଉଥିବା ବେଳେ ମୁକ୍ତ ବିଦ୍ୟାଳୟର ୧୨, ୯୩୯ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରି ପରୀକ୍ଷା ଦେବେ ।

ମାଟ୍ରିକ ସପ୍ଳିମେଣ୍ଟାରି ପାଇଁ ୧୫୩ଟି କେନ୍ଦ୍ର ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୮୮ଟି କେନ୍ଦ୍ର କରାଯାଇଛି ।

ମୋଟ ୨୦ଟି ମୂଲ୍ୟାୟନ କେନ୍ଦ୍ରରେ ଉଭୟ ପରୀକ୍ଷାର ଖାତାଦେଖା ହେବ ।

ପରୀକ୍ଷା ପାଇଁ କୋଭିଡ୍ ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଲୋକାଲ ୱାୟାର

Filed Under: Education, Odia, ଶିକ୍ଷା Tagged With: Education, ଓଡିଶା, ଶିକ୍ଷା

ରାଜ୍ୟରେ ୭୧.୮% ଛାତ୍ରଛାତ୍ରୀ ଦେଲେ ଜେଇଇ ମେନ୍

September 7, 2020 By LocalWire Leave a Comment

ଭୁବନେଶ୍ୱର, ସେପ୍ଟେମ୍ବର ୭(ଲୋକାଲ ୱାୟାର): ରବିବାର ଶେଷ ହୋଇଥିବା ଜେଇଇ ମେନରେ ଓଡ଼ିଶାରେ ୭୧.୮% ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା କର୍ତ୍ତୃପକ୍ଷ କହିଛନ୍ତିିି

ଉଲ୍ଲେଖଯୋଗ୍ୟ, ବନ୍ୟା ଓ ମହାମାରୀ ସମୟରେ ଜେଇଇ ନ କରିବା ଲାଗି ଓଡ଼ିଶା ସମେତ କେତେକ ରାଜ୍ୟ କେନ୍ଦ୍ର ନିକଟରେ ଦାବି କରିବା ସହ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରିଥିଲେ ।

କିନ୍ତୁ ସୁପ୍ରିମକୋର୍ଟ ଏଥିରେ ସହମତ ହୋଇ ନଥିବା ବେଳେ କେନ୍ଦ୍ର ମଧ୍ୟ ଦାବିକୁ ଗ୍ରହଣ କରି ନଥିଲା ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଅନୁଷ୍ଠିତ ଏହି ପରୀକ୍ଷା ପାଇଁ ଓଡ଼ିଶାରେ ମୋଟ ୨୬ଟି ସେଣ୍ଟର କରାଯାଇଥିଲା ।

ଏଥିରୁ ଭୁବନେଶ୍ୱରରେ ଥିଲା ୬ଟି ସେଣ୍ଟର । ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଏବଂ ଢେଙ୍କାନାଳରେ ହୋଇଥିଲା ପରୀକ୍ଷା ସେଣ୍ଟର ।

ଓଡ଼ିଶାରେ ଜେଇଇ ମେନ୍ ଦେବାକୁ ମୋଟ ୩୮,୨୩୬ ଛାତ୍ରଛାତ୍ରୀ ପଂଜିକୃତ ହୋଇଥିବା ବେଳେ ପରୀକ୍ଷା ଦେଇଥିଲେ ୨୭,୪୫୭ ଜଣ । ପ୍ରାୟ ୨୮% ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି ।

କରୋନା, ବନ୍ୟା କିମ୍ବା ଅନ୍ୟାନ୍ୟ କାରଣରୁ ଏମାନେ ପରୀକ୍ଷା ଦେଇପାରିନଥିବା କୁହାଯାଉଛି ।

ତଥ୍ୟ ଅନୁସାରେ କଟକରେ ୪୯୭୦ ରୁ ୩୫୮୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଢେଙ୍କାନାଳରେ ୨୧୩୪ରୁ ୧୬୭୯, ସମ୍ବଲପୁରରେ ୩୫୫୬ରୁ ୨୪୪୮, ବାଲେଶ୍ୱରରେ ୪୫୨୫ରୁ ୩୨୫୮, ରାଉରକେଲାରେ ୨୫୮୫ରୁ ୨୦୮୩ ଏବଂ ବ୍ରହ୍ମପୁରରେ ୪୧୩୩ରୁ ୩୨୩୭ ଜଣ ପରୀକ୍ଷା ଦେଇଛନ୍ତି ।

ଯଦି ରାଜ୍ୟ ସରକାର ପରୀକ୍ଷାର୍ଥୀମାନଙ୍କ ଯାତାୟାତ ଓ ରହିବା ବ୍ୟବସ୍ଥା କରି ନଥାନ୍ତେ ତେବେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଆହୁରି ହ୍ର୍ରାସ ପାଇଥାନ୍ତା ବୋଲି କୁହାଯାଉଛି । ସରକାର ୭ଟି ସହରରେ ପ୍ରାୟ ୨୦ଟି ସ୍ଥାନରେ ଛାତ୍ରଛାତ୍ରୀମାନଙ୍କ ରହିବା ବ୍ୟବସ୍ଥା କରିଥିଲେ ।

ଆନ୍ତା ୧୧ ତାରିଖରେ ଜେଇଇ ମେନ୍ କଟ୍ ଅଫ୍ ମାର୍କ ପ୍ର୍ରକାଶ ପାଇବାର ସମ୍ଭାବନା ଅଛି ବୋଲି ଦିଲ୍ଲୀ ଆଇଆଇଟି ପକ୍ଷରୁ କୁହାଯାଇଛି ।

୧୨ ତାରିଖରୁ ୧୭ ତାରିଖ ମଧ୍ୟରେ ଜେଇଇ ଆଡଭାନ୍ସଡ ପାଇଁ ଆବେଦନ କରାଯିବ ଏବଂ ୨୭ ତାରିଖରେ ପରୀକ୍ଷା ହେବ । ଅକ୍ଟୋବର ୫ ତାରିଖରେ ଫଳ ପ୍ରକାଶ ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ଲୋକାଲ ୱାୟାର

Filed Under: Education, Odia, ଶିକ୍ଷା Tagged With: Education, ଓଡିଶା, ଶିକ୍ଷା

ଆଜି ଅପରାହ୍ଣରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଫଳ

September 5, 2020 By LocalWire Leave a Comment

ଭୁବନେଶ୍ୱର, ସେପ୍ଟେମ୍ବର ୫(ଲୋକାଲ ୱାୟାର): ଆଜି (ଶନିବାର) ଅପରାହ୍ଣରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ଗଣଶିକ୍ଷା ଓ ବିଦ୍ୟାଳୟ ବିଭାଗ ପକ୍ଷରୁ କୁହାଯାଇଛି ।

ଅପରାହ୍ଣ ୪ଟାରେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିସରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ ।

ଏହାପରେ ଛାତ୍ରଛାତ୍ରୀମାନେ ୱେବସାଇଟ http://www.orissaresults.in/ ରେ ପରୀକ୍ଷା ଫଳ ଦେଖିପାରିବେ ।

ଉଲ୍ଲେଖଯୋଗ୍ୟ, ଶନିବାର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗୁରୁବାର ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ।

ତେବେ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ଶୁକ୍ରବାର ସୂଚନା ଦିଆଯାଇଛି ।

ଚଳିତ ବର୍ଷ ୨ ଲକ୍ଷ ୨୧ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକରେ ମାତ୍ର ୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ଲୋକାଲ ୱାୟାର

Filed Under: Education, Odia, ଶିକ୍ଷା Tagged With: Education, ଓଡିଶା, ଶିକ୍ଷା

Results of +2 Arts and vocational programmes to be released on Sept 5

September 3, 2020 By Sneha Santuka Leave a Comment

Bhubaneswar, Sep 3 (LocalWire): The results of +2 Arts and vocational exams will be released on Saturday (Sept 5), School and Mass Education Minister Sameer Ranjan Das said on Thursday.

The results will be released at the Council for Higher Secondary Education office on Saturday at 4 pm.

Students can find out their results from the council website http://orissaresults.nic.in/ and http://bseodisha.ac.in/.

This year 2,20,436 students took the exam in arts, while 6,032 students took the exam in vocational education.

The results of the +2 commerce and science exams have already been released.

LocalWire

Filed Under: Education, English Tagged With: Education, Odisha

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 57
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire