ଭୁବନେଶ୍ୱର, ଅଗଷ୍ଟ ୩୧(ଲୋକାଲ ୱାୟାର): ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧିକୁ ସେପ୍ଟେମ୍ବର ୧୧ ତାରିଖକୁ ବୃଦ୍ଧି କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି ଅବଧି ଥିଲା ସେପ୍ଟେମ୍ବର ୪ ତାରିଖ । ଗତ ୨୧ ତାରିଖରୁ ସାମ୍ସରେ ଆପ୍ଲିକେସନ୍ ଫର୍ମ ଉପଲବ୍ଧ କରାଯାଇଛି ।
ଲୋକାଲ ୱାୟାର